Monthly Archives

May 2026

ମନ ଜିଣୁଛି “ମନ୍ତ୍ରମୁଗ୍ଧ’, ୧୫ ଦିନରେ କଲାଣି ଏତିକି ରୋଜଗାର

ଭୁବନେଶ୍ୱର: ପୁଣି ଓଡିଆ ଦର୍ଶକ ଫେରିଛନ୍ତି ସିନେମା ହଲକୁ । ଗୋଟିଏ ପରେ ଗୋଟିଏ ଓଡିଆ ଫିଲ୍ମ ଏବେ ହିଟ୍ ହେବା ସହ ବକ୍ସ ଅଫିସରେ ଧମାଲ କରୁଛି । ଏହାର ମଧ୍ୟରେ ନୂଆ ଓଡିଆ ଚଳଚ୍ଚିତ୍ର ମନ୍ତ୍ରମୁଗ୍ଧ ମଧ୍ୟରେ ଓଡିଆ ଦର୍ଶକଙ୍କୁ ଖବୁ ମନୋରଂଜନ କରୁଥିବା ଜଣାପଡିଛି। ମେ’ ୧ ରେ ରିଲିଜ୍‌
Read More...

CHSE Result: ଆସିଲା ଯୁକ୍ତ ୨ ପରୀକ୍ଷା ଫଳ ; ପୁଅଙ୍କୁ ଟପିଲେ ଝିଅ

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକସଙ୍ଗେ ଆସିଲା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ । ଚଳିତ ବର୍ଷ ୪ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଛାତ୍ରଛାତ୍ରୀମାନେ
Read More...

ଆଜି ବାହାରିବ +୨ ପରୀକ୍ଷା ଫଳ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇବ। ପରିଷଦ କାର୍ଯ୍ୟାଳୟରେ ମଧ୍ୟାହ୍ନ ୧୨ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଏକାଥରେ କଳା,
Read More...

Karuppu Day 4 Box Office: ସବୁ ରେକର୍ଡ ଭାଙ୍ଗିଲା ‘କରୁପ୍ପୁ’

୧୫ ମେ'ରେ ମୁକ୍ତିଲାଭ କରିଥିବା ଆକ୍ସନ ଡ୍ରାମା ସିନେମା କରୁପ୍ପୁ ଏବେ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି । ଏହି ଚଳଚ୍ଚିତ୍ର କରୁପ୍ପୁରେ ସାଉଥଷ୍ଟାର ସୂରିୟାଙ୍କ ଦମଦାର ଆକ୍ସନ ଡ୍ରାମା ଏବେ ସାରା ବିଶ୍ୱରେ ୧୫୦କୋଟି ଆୟ କରିବା ସହିତ ଘରୋଇ ବଜାରରେ ୧୦୦ କୋଟି ଟଙ୍କା ଆୟ
Read More...

ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା; ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପାଇଁ ଉଭୟ ଟେଷ୍ଟ ଏବଂ ଦିନିକିଆ ମ୍ୟାଚ୍‌ ସ‌କାଶେ ଭାରତୀୟ ଟିମ୍‌ ମଙ୍ଗଳବାର ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ ଏଥର ଅଭିଜ୍ଞ ଏବଂ ଯୁବ ଖେଳାଳିମାନଙ୍କୁ ଗୁରୁତ୍ବ ଦେଇଛନ୍ତି। ଦିନିକିଆ ଏବଂ ଟେଷ୍ଟ ଟିମ୍‌ର ଅଧିନାୟକ ଦାୟିତ୍ବ ଶୁଭମନ
Read More...

ଚାଷୀ ଆମ ଅନ୍ନଦାତା, ନକଲି ସାର କାରବାର କଲେ ହେବ ଦୃଢ଼ କାର୍ଯ୍ୟନୁଷ୍ଠାନ : ଶିବରାଜ ସିଂ ଚୌହାନ

ଭୁବନେଶ୍ୱର: ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରଠାରେ ଆଜି 'ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬' ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ
Read More...

ମୁଖ୍ୟମନ୍ତ୍ରୀ ବସ୍ ସହ ଘରୋଇ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା

ବାଲିଗୁଡା:ମୁଖ୍ୟମନ୍ତ୍ରୀ ବସ୍ ସହ ଘରୋଇ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା । ବସ୍ ଷ୍ଟପ୍ ରେ ମୁଖ୍ୟମନ୍ତ୍ରୀ ବସ୍ (ଲକ୍ଷ୍ମୀ ବସ୍) ଯାତ୍ରୀ ଓହ୍ଲାଉଥିବା ବେଳେ ଧକ୍କା ଦେଲା ଘରୋଇ ଯାତ୍ରୀବାହୀ ବସ୍ । କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ବସ୍ ର ଡ଼୍ରାଇଭରଙ୍କ
Read More...

ନିଆରା ବିବାହ ; ଯୁବବର୍ଗଙ୍କ ପାଇଁ ଉଦାହରଣ ସାଜିଲେ ମନେନ୍ଦ୍ର- ମୋନିକା

ନୂଆଦିଲ୍ଲୀ- ହରିୟାଣାର ଚରଖି ଦାଦ୍ରି ଠାରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି, ଯାହାକି ଏବେ ସମାଜ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି। ଆଜିକାଲି ଲୋକେ ବିବାହରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ବିବାହରେ କୌଣସି ଆଡମ୍ବର କିମ୍ବା ଯୌତୁକ ନେଣଦେଣ ନଥିଲା। ସବୁଠାରୁ
Read More...

ବୁଲା କୁକୁର ସମସ୍ୟାକୁ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଲା କୁକୁର ସମସ୍ୟାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । ସାର୍ବଜନିନ ସ୍ଥାନରୁ ହଟିବେ ବୁଲା କୁକୁର । ସୁପ୍ରିମକୋର୍ଟ କୁକୁର ପ୍ରେମୀଙ୍କ ଆବେଦନକୁ ଖାରଜ କରି ହସ୍ପିଟାଲ, ସ୍କୁଲ ଏବଂ ବସ୍ ଷ୍ଟେସନ ଭଳି ସାର୍ବଜନୀନ ସ୍ଥାନରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ
Read More...

ଆହୁରି କଲବଲ କରିବ ତାତି, ବଢିବ ତାପମାତ୍ରା

ଭୁବନେଶ୍ବର : ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୪୩.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ପୁଣି ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ସେହିପରି ୧୭ ସହରରେ ପାରଦ ୪୦ ଡିଗ୍ରୀ ଛୁଇଁଛି। ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଥିବା ବେଳେ ପାରଦ ଉପରମୁହାଁ ହୋଇଛି। ଚଳିତ ମାସ
Read More...