Monthly Archives

May 2026

ଇନ୍ଧନ ସଙ୍କଟ, ଅନ୍ଧାରରେ କ୍ୟୁବା; ଅଳିଆ ଜାଳି ଜନତା କଲେ ପ୍ରତିବାଦ

ନୂଆଦିଲ୍ଲୀ- ଦେଶ ବର୍ତ୍ତମାନ ଏକ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି। ଶକ୍ତି ମନ୍ତ୍ରୀ ଭିସେଣ୍ଟେ ଡେ ଲା ଓ ଲେଭି ନିଶ୍ଚିତ କରିଛନ୍ତି ଯେ ଦେଶରେ ଇନ୍ଧନ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯାଇଛି।ପରିସ୍ଥିତି ଏତେ ଭୟଙ୍କର ଯେ ଡିଜେଲ ଏବଂ ଇନ୍ଧନ ଅଭାବ ଯୋଗୁଁ ଦେଶରେ ୨୨ ଘଣ୍ଟା ବିଦ୍ୟୁତ୍ ବିଭ୍ରାଟ
Read More...

“ମୁଁ ପରିସ୍ଥିତିକୁ ସମ୍ଭାଳି ପାରୁନାହିଁ…” ପଞ୍ଚମ କ୍ରମାଗତ ପରାଜୟ ପରେ ଅସହାୟ ଶ୍ରେୟସ ଆୟର

ନୂଆଦିଲ୍ଲୀ। ଆଇପିଏଲ୍ ୨୦୨୬ରେ ଏକଦା ସବୁଠାରୁ ଶକ୍ତିଶାଳୀ ଦଳ ଭାବରେ ବିବେଚିତ ପଞ୍ଜାବ କିଙ୍ଗସ୍ ଏବେ ଖରାପ ସ୍ଥିତିରେ ଗତି କରୁଛି। ଦଳ ଲଗାତାର ପଞ୍ଚମ ପରାଜୟ ବରଣ କରି ପ୍ଲେ ଅଫରୁ ବଞ୍ଚିତ ହେବା ଦ୍ବାରରେ ପହଞ୍ଚିଛି । ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ହାତରେ ଦଳର ପରାଜୟ ହୋଇଛି । ପଞ୍ଜାବ
Read More...

ପେଟ୍ରୋଲ୍ ଟାଙ୍କିରେ ଅସମ୍ଭାଳ ସ୍ଥିତି, କଳାବଜାରରେ ଲିଟର ୨ ଶହ ଟଙ୍କା !

ପୁରୀ-ପୁରୀରେ ପେଟ୍ରୋଲ ଓ ଡିଜେଲର ଘୋର ଅଭାବ ଦେଖାଦେଇଛି । ଗୁରୁବାର ଦୁଇଟି ତେଲ ବିକ୍ରୟ କେନ୍ଦ୍ର ସମ୍ମୁଖରେ ଭିଡ ଦେଖିବାକୁ ମିଳିଛି। ଆଉ କେତେକ ପେଟ୍ରୋଲ ଟାଙ୍କି ବନ୍ଦ ହୋଇଯାଇଛି । ଗୋଟିଏ ଲିଟର ପେଟ୍ରୋଲ ପାଇବାକୁ ତିନି ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏହାର ଫାଇଦା ଉଠାଉଛନ୍ତି
Read More...

ଦେଶୀ ବନ୍ଧୁକ ଧରପଗଡ଼, ମାସକ ମଧ୍ୟରେ ୪୨ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା: କନ୍ଧମାଳ ପୋଲିସ୍ ପକ୍ଷରୁ ଚାଲିଛି ସ୍ପେସାଲ୍ ଡ୍ରାଇଭ୍ । ଦେଶୀ ବନ୍ଧୁକ ଧରପଗଡ଼ରେ ବ୍ୟବସାୟୀ ଓ ଶିକାରୀଙ୍କ ନିଦ ହଜାଇଲାଣି ପୋଲିସ୍ । ମାସକ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୪୨ ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ
Read More...

“ଆଉ କୌଣସି ଅନିୟମିତତା ହେବନି; ଆସନ୍ତା ବର୍ଷଠାରୁ NEET ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ” ଘୋଷଣା କଲେ…

ନୂଆଦିଲ୍ଲୀ: କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନିଟ୍‌ ପେପର ଲିକ୍ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସରକାରଙ୍କ ପ୍ରାଥମିକତା ହେଉଛି ଛାତ୍ରଛାତ୍ରୀଙ୍କ କଲ୍ୟାଣ। କିଛି ଲୋକ ସୋସିଆଲ ମିଡିଆରେ ଭ୍ରମ ସୃଷ୍ଟି କରୁଛନ୍ତି।
Read More...

ନିଟ୍ ୟୁଜି ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ; ନିଟ୍ ୟୁଜି ପରୀକ୍ଷାକୁ ବଡ଼ ଖବର ସାମ୍ନାକୁ ଆସିଛି । ଆସନ୍ତା ଜୁନ୍ ୨୧ରେ ପୁଣି ଥରେ ହେର ନିଟ୍ ୟୁଜି ପରୀକ୍ଷା । ଏନଟିଏ ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ନୂଆ ତାରିଖ ଘୋଷଣା କରିଛି । ମେ' ୩ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଯୋଗୁଁ ବାତିଲ
Read More...

Israeli Report: ପରିବାର ସଦସ୍ୟଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଆତଙ୍କବାଦୀ!

ଯୁଦ୍ଧ ଭିତରେ କ୍ରୁରତାର ଅନେକ କାହାଣୀ ଆପଣ ଶୁଣିଥିବେ, କିନ୍ତୁ ଏବେ ଯେଉଁ ଖବର ସାମ୍ନାକୁ ଆସିଛି, ତାହା ସମସ୍ତଙ୍କ ହାର୍ଟବିଟ୍ ବଢାଇ ଦେଇଛି ।ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ ଆତଙ୍କବାଦୀଙ୍କ କଳା କାରନାମାର ଏମିତି ଏକ ସତ ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ।
Read More...

ବାଣ କାରଖାନାରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ; ୩ ମୃତ, ଅନେକ ଆହତ

ନୂଆଦିଲ୍ଲୀ। ଗୁରୁବାର ଦିନ ମଧ୍ୟପ୍ରଦେଶର ଦେବାସରେ ଏବି ରୋଡରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଲୋକଙ୍କ କହିବା ଅନୁଯାୟୀ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମାଂସର ଖଣ୍ଡ ରାସ୍ତା ଉପରେ ଉଡ଼ିଥିଲା। କେତେକ ମୃତଦେହ
Read More...

କୋହଲି କହିଲେ ବଡ କଥା, କ୍ରିକେଟ୍ ଜଗତରେ ହଇଚଇ

ନୂଆଦିଲ୍ଲୀ- ଗତକାଲି ଅନୁଷ୍ଠିତ ଆଇପିଏଲର ଏକ ମ୍ୟାଚରେ ବିରାଟ କୋହଲି ମ୍ୟାଚ୍ ବିଜୟୀ ଇନିଂସ ଖେଳିବା ସହ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ହାତେଇଥିଲେ । ସେ କୋଲକତା ବିପକ୍ଷରେ ଶତକୀୟ ଇନିଂସ ଖେଳିଥିଲେ । ପୁରସ୍କାର ବିତରଣ ସମୟରେ ବିରାଟ କୋହଲି କହିଥିଲେ ଯେ “ଗୋଟିଏ ଦିନ ଏସବୁ ଶେଷ
Read More...

ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ, ହୋଇପାରେ ବଡ ଘୋଷଣା

ଭୁବନେଶ୍ୱର: ଗୁରୁବାର ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସପ୍ତାହକ ଭିତରେ ଦ୍ବିତୀୟ ଥର ପାଇଁ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରାଯିବ। ମୁଖ୍ୟ ଶାସନ ସଚିବ, ଡିଜିପି ଉପସ୍ଥିତ ରହିବା ସହ
Read More...