Monthly Archives

June 2026

ପରାଜୟ ପରେ ଭୁଲ ସ୍ବୀକାର କଲେ ଶ୍ରେୟସ ଆୟର, କୌଣସି ଦଳକୁ ହାଲୁକା ଭାବରେ ନେବା ଉଚିତ୍ ନୁହେଁ

ନୂଆଦିଲ୍ଲୀ- ଆୟାରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ T20I ମ୍ୟାଚ୍ ହାରିବା ପରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ସ୍ୱୀକାର କରିଛନ୍ତି ଯେ ଭଲ ଆରମ୍ଭ ସତ୍ତ୍ୱେ, ଦଳ ମଧ୍ୟମ ଓଭରଗୁଡ଼ିକରେ ଏହାର ଯୋଜନାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲା। ସେ କହିଛନ୍ତି ଯେ ବୋଲରମାନେ ଆରମ୍ଭରେ
Read More...

ରଥ ନିର୍ମାଣରେ ମହାପ୍ରଭୁଙ୍କ ଚିତ୍ରକର ସେବକ ,ତିନି ରଥକୁ ଦିଅନ୍ତି ଜୀବନ୍ତ ରୂପ

ପୁରୀ- ମହାପ୍ରଭୁ ଙ୍କ ରଥଯାତ୍ରା ନିମନ୍ତେ ତିନି ରଥର ନିର୍ମାଣକାର୍ଯ୍ୟ ଆଗେଇ ଚାଲିଛି। ରଥ କୁ ଆକର୍ଷଣୀୟ କରିବାରେ ଲାଗି ପଡିଛନ୍ତି ଚିତ୍ରକର ସେବକ ମାନେ। ଚିତ୍ରକର ସେବକ ମାନେ ତିନି ରଥର ନାଟଗୋଡ ଖୋଦେଇ ରଙ୍ଗ କାର୍ଯ୍ୟ ସହ ରଥର ପାର୍ଶ୍ଵ ଦେବଦେବୀ ମୂର୍ତ୍ତୀ, ହଂସ ପଟା, କନ୍ୟାପଟା, ଶିଖର
Read More...

ଲାଞ୍ଚ ନେଉଥିଲେ, ବାନ୍ଧିଲା ଭିଜିଲାନ୍ସ

ଜୟପୁର :ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାରେ ଦୁର୍ନୀତି କରି ଆଜି ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ସରକାରୀ କର୍ମଚାରୀ। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ (CDVO) ଅଧୀନରେ ଥିବା ରାଇଘରର ପ୍ରାଣୀଧନ ନିରୀକ୍ଷକ (LI) ପ୍ରଫୁଲ୍ଲ ହାଲଦାରଙ୍କୁ ଆଜି
Read More...

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ ଓଡ଼ିଆ ଯୁବତୀ। ମୃତ ଯୁବତୀ ପିଟାନାଳୀ ଗ୍ରାମର ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଝିଅଙ୍କୁ ହରାଇ
Read More...

ପଶ୍ଚିମବଙ୍ଗରେ ଲାଗୁ ହେବ ୟୁସିସି !

କୋଲକାତା: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟରେ ୟୁସିସି ଲାଗୁ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆସନ୍ତା ସୋମବାର ଅର୍ଥାତ୍ ଜୁନ୍ ୨୯, ୨୦୨୬ରେ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ପଶ୍ଚିମବଙ୍ଗ ବିଧାନସଭାରେ ସମାନ
Read More...

ଜଙ୍ଗଲ ଜିଲାପି ରହିଛି ଚମତ୍କାରୀ ସ୍ୱାସ୍ଥ୍ୟ ଉପକାରିତା

ମିଠା ଦୋକାନରେ ମିଳୁଥିବା ଜିଲାପି ସହିତ ଆମେ ସମସ୍ତେ ପରିଚିତ। କିନ୍ତୁ ଆପଣ କେବେ ଗଛରେ ଫଳୁଥିବା ଜିଲାପି ବିଷୟରେ ଶୁଣିଛନ୍ତି କି? ଏହାକୁ ଜଙ୍ଗଲ ଜିଲାପି କୁହାଯାଏ। ଏହା କେବଳ ସ୍ୱାଦିଷ୍ଟ ନୁହେଁ, ବରଂ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଭାରତ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ମିଳୁଥିବା
Read More...

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଗଠନ ଗଲେ ବାଚସ୍ପତି, ଜାଣନ୍ତୁ କେଉଁ ନେତାଙ୍କୁ ମିଳିଲା ସ୍ଥାନ

ଭୁବନେଶ୍ୱର ଓଡ଼ିଶା ବିଧାନସଭାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ସ୍ଥାୟୀ, ବିଭାଗୀୟ ଓ ଗୃହ କମିଟି ଗଠନ କରାଯାଇଛି । ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଗଠନ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଓ ପିଏସି କମିଟି ଗଠିତ ହୋଇଛି । ୩୫ରୁ ଅଧିକ ପିଏସି
Read More...

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ୨୦୨୩ ଏବଂ ୨୦୨୪ ବର୍ଷ ପାଇଁ ବିଜେତାଙ୍କ ନାମ ଘୋଷଣା

ଭୁବନେଶ୍ୱର : ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ବର୍ଷ ୨୦୨୩ ଏବଂ ୨୦୨୪ ପାଇଁ ଯଥାକ୍ରମେ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି
Read More...

ଏହି ଶ୍ରେଣୀର ପିଲାଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍‌

ଭୁବନେଶ୍ୱର: ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ନୂଆ ସ୍କୁଲ ବ୍ୟାଗ୍‌। ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ବ୍ୟାଗ୍‌ ମିଳିବ। ଶୀଘ୍ର ବଣ୍ଟନ କରିବାକୁ ଡିଇଓ ଏବଂ ଡିପିସିଙ୍କୁ ଓସେପାର ଚିଠି ଲେଖିଛି। ବ୍ଲକସ୍ତରରୁ ଓସିକ୍‌ ଏହି ନୂଆ ସ୍କୁଲ ବ୍ୟାଗ୍‌ ଯୋଗାଇ ଦେବ।
Read More...

ବିବାହ ବନ୍ଧନରେ ବାନ୍ଧିହେଲେ ଆକାଶ ଦୀପ, ଜାଣନ୍ତୁ କାହା ସହ ନେଲେ ସାତଫେରୀ

ନୂଆଦିଲ୍ଲୀ- ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଆକାଶ ଦୀପ ତାଙ୍କ ଜୀବନର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ସେ ବାରାଣସୀରେ ଅକ୍ଷିତା ରାଜଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କ ବିବାହ ଫଟୋ ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆ ଅଭିନନ୍ଦନରେ ତାଙ୍କୁ ଢେର ସାରା
Read More...