Monthly Archives

August 2026

ଚିଲିକା ଜଳ ରାଶିରେ ଜଳଦସ୍ୟୁଙ୍କ ଆତଙ୍କରାଜ

ପୁରୀ- ଚିଲିକା ଜଳ ରାଶିରେ ଜଳଦସ୍ୟୁଙ୍କ ଆତଙ୍କରାଜ। ମତ୍ସ୍ୟଜୀବୀଙ୍କଠାରୁ ଲୁଟ୍ କରିବା ପାଇଁ କଲେ ଆକ୍ରମଣ। ଜଳଦସ୍ୟୁଙ୍କ ଆକ୍ରମଣ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆକ୍ରମଣରେ ଆହତ ହୋଇଛନ୍ତି। ମୃତ ନାବାଳକ ହେଉଛନ୍ତି ଓମ୍ ଶିକାରୀ (୧୫) ଓ ଆହତ ହୋଇଛନ୍ତି ଅମର ବେହେରା
Read More...

ନିଜ ସଂପର୍କକୁ ନେଇ ବଡ କଥା କହିଲେ ଅନୁପମା ପରମେଶ୍ବରନ

ସୋସିଆଲ ମିଡିଆରେ ଅନୁପମା ପରମେଶ୍ୱରନ ତାଙ୍କ ସମ୍ପର୍କ ବିଷୟରେ ପୋଷ୍ଟ କରିଛନ୍ତି। ଏହା ପ୍ରଶଂସକମାନଙ୍କୁ ସେମାନଙ୍କ ବ୍ରେକଅପ୍ ବିଷୟରେ ଧାରଣା ଦେଇଥିଲା। "ଆଇ ଆମ୍ ଧନ୍ୟା ବର୍ମା" ଶୋ'ରେ ଏକ ସାକ୍ଷାତକାର ସମୟରେ, ସେ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ଅନୁପମା ପରମେଶ୍ୱରନ୍
Read More...

ଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପ ମୁଖ୍ୟମନ୍ତ୍ରୀ, ବିଦେଶ ଯାଇ କ’ଣ ଶିଖିଲ ଜଣାଅ

ଭୁବନେଶ୍ୱର, ୧: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି। ସରକାରୀ
Read More...

ହୁତୁହୁତୁ ହୋଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ରାଧାନଗର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଣ୍ଡିବନ୍ଧ ହୋଟେଲ ନିୟୁ ଭରତ ନିକଟରେ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଗତ ବିଳମ୍ବିତ ରାତ୍ରି ରେ ଏକ କାର ହୁତୁହୁତ ହୋଇ ଜଳି ଯାଇଥିବା ବେଳେ ସେଥିରେ ଥିବା 4ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା
Read More...

ପୁଣି ଜଣେ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଆଉ ନିସ୍ତାର ନାହିଁ । ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ରଖିଥିବା ମୋହନ ସରକାର ପୁଣି ଜଣେ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଗୋଷ୍ଠୀ
Read More...

ବାଂଲାଦେଶର ହାସନ ମହମୁଦଙ୍କ ଆଗରେ ମୁଣ୍ଡ ନୁଆଁଇଲା ଅଷ୍ଟ୍ରେଲିଆ , ୧୯୮ ରନ୍ ରେ ଅଲଆଉଟ୍

ନୂଆଦିଲ୍ଲୀ- ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡାରୱିନରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବାଂଲାଦେଶର ଦ୍ରୁତ ବୋଲର ହାସନ ମହମୁଦ ତାଙ୍କ
Read More...

ଦଳକୁ ଫେରିବା ପରେ ଖୁସି ଜାହିର କଲେ ସରଫରାଜ, ସେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ- ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ଦୁଇଟି ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳକୁ ଫେରିଥିବା ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ନିଜର ଖୁସି ପ୍ରକାଶ କରିଛନ୍ତି। ସରଫରାଜ ତାଙ୍କ ପିତା, ପୂର୍ବତନ କ୍ଲବ୍ କ୍ରିକେଟର ଏବଂ ପ୍ରଶିକ୍ଷକ ନୌସାଦ ଖାନଙ୍କ ସହ
Read More...

ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବର୍ଷାର ପ୍ରକୋପ ଲାଗି ରହିଥିବା ବେଳେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି
Read More...

ବାଲିଗୁଡ଼ାରେ ସଂକୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ “ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ମେଳାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗଦେଇ ଦୀପ
Read More...

ବୋଲବମ୍ ଧ୍ବନୀରେ କମ୍ପୁଛି ଶୈବପୀଠ

ଭୁବନେଶ୍ୱର : ଆଜି ପବିତ୍ର ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଏଇଥି ପାଇଁ ଚଳଚଞ୍ଚଳ ହୋଇଛି ରାଜ୍ୟର ସମସ୍ତ ଶୈବପୀଠ । ହରହର ମହାଦେବ, ଓଁ ନମ ଶିବାୟ ଧ୍ବନୀରେ ପ୍ରକମ୍ପିତ ହୋଇଛି ଆଧ୍ୟାତ୍ମିକ ପୀଠ ।ଆଜି ଲିଙ୍ଗରାଜ ଏବଂ ମହାନଦୀ ଗଡ଼ଗଡ଼ିଆ ଘାଟ , ଧବଳେଶ୍ଵର,କପିଳାସ,ଅଟ୍ରି ହଟକେଶ୍ୱର ଆଦି ଅନେକ
Read More...