୧୯ରୁ ଓଡ଼ିଶା ହାଇକୋର୍ଟର ଦଶହରା ଅବକାଶ
କଟକ,୧୬/୧୦: ଓଡ଼ିଶା ହାଇକୋର୍ଟର ଦଶହରା ଅବକାଶ ଆସନ୍ତା ୧୯ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୧୭ ଓ ୧୮ ତାରିଖ ଯଥାକ୍ରମେ ଶନିବାର ଓ ରବିବାର କୋର୍ଟ ସ୍ୱାଭାବିକ ଭାବେ ବନ୍ଦ ରହୁଥିବାରୁ ଶୁକ୍ରବାର ହେଉଛି ଦଶହରା ପୂର୍ବ ଶେଷ କାର୍ଯ୍ୟ ଦିବସ । ଆସନ୍ତା ୨୭ ତାରିଖରେ କୋର୍ଟ ଖୋଲିବ । ଛୁଟି!-->…
Read More...
Read More...