Monthly Archives

October 2026

ରାଷ୍ଟ୍ରୀୟ ଏକତା ଦିବସ: ଭୁବନେଶ୍ୱରରୁ ଗୁଜରାଟ’ର ଏକତା ନଗର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଶୁଭାରମ୍ଭ କଲେ…

ଭୁବନେଶ୍ୱର:ଆସନ୍ତା ଅକ୍ଟୋବର ୩୧ ତାରିଖରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରସ୍ଥିତ 'ଷ୍ଟାଚ୍ୟୁ ଅଫ୍ ୟୁନିଟି' ନିକଟରେ ଅନୁଷ୍ଠିତ ହେବାକୁଥିବା ଜାତୀୟ ପ୍ୟାରେଡ୍‌ରେ ଯୋଗଦେବା ପାଇଁ ଆଜି ଭୁବନେଶ୍ୱର…
Read More...

ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ଵର, ୨୭/୧୦ : ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ୧୦ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ ଜଗତସିଂହପୁରରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଖୋର୍ଦ୍ଧା ଜିଲ୍ଲାର ସମସ୍ତ…
Read More...

ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ଏହା ସଂଧ୍ୟା ସୁଦ୍ଧା ଅବପାତର ରୂପ ନେବ । ଆସନ୍ତାକାଲି ଗଭୀର ଅବପାତ ଏବଂ ୨୬ତାରିଖରେ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ୨୭ ତାରିଖ ବେଳକୁ ଏହା ଶକ୍ତିଶାଳୀ ରୂପ ନେବ । ବାତ୍ୟା ଘନୀଭୂତ ହୋଇ ଅତି ଭୀଷଣ…
Read More...

IPL 2027: ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ହେଲେ କିରନ୍ ପୋଲାର୍ଡ

ମୁମ୍ବାଇ:ମୁମ୍ବାଇ ଇଣ୍ଡିଆନ୍ସ କିରନ୍ ପୋଲାର୍ଡଙ୍କୁ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ପୋଲାର୍ଡ ମାହେଲା ଜୟବର୍ଦ୍ଧନେଙ୍କ ସ୍ଥାନ ନେବେ, ଯିଏ ସମ୍ପ୍ରତି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପୋଲାର୍ଡ ଦୀର୍ଘ ସମୟ ଧରି ମୁମ୍ବାଇ ଫ୍ରାଞ୍ଚାଇଜ୍ ସହିତ ଜଡିତ ଅଛନ୍ତି ଏବଂ ଜଣେ…
Read More...

୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସଭିର୍ସ୍ (ଓସିଏସସି)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା ୨୯ ତାରିଖଠାରୁ ଆରମ୍ଭ ହେବ । ରାଜ୍ୟର ୫୬୯୦ ପ୍ରାର୍ଥୀ ଏହି ପରୀକ୍ଷା ଦେବେ । ବିଭିନ୍ନ ଜୋନରେ ହେଉଥିବା ଏହି ପରୀକ୍ଷା ଆସନ୍ତା ନଭେମ୍ବର ୭ ତାରିଖରେ ଶେଷ…
Read More...

ଆମେରିକା ବିଶ୍ୱର ସର୍ବବୃହତ୍‌ ପର୍ଯ୍ୟଟନ ଅର୍ଥନୀତି,ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ନୂଆଦିଲ୍ଲୀ : ଆମେରିକା ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି । ତେବେ ଏହା ମଧ୍ୟ ବିଶ୍ୱର ସର୍ବବୃହତ୍‌ ପର୍ଯ୍ୟଟନ ଅର୍ଥନୀତି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଚୀନ୍‌ ଏବଂ ତୃତୀୟ ସ୍ଥାନରେ ଅଛି ଜର୍ମାନୀ । ଭାରତ ତାଲିକାରେ ଦଶମ ସ୍ଥାନରେ ରହିଛି । ବ୍ରିଟେନ, ଜାପାନ, ଫ୍ରାନ୍ସ, ସ୍ପେନ୍‌,…
Read More...

ବୌଦ୍ଧଜିଲ୍ଲାକୁ ନିଶାମୁକ୍ତ ସମାଜ ଗଠନ ଉପରେ ଏସ୍‌ପିଙ୍କ ଗୁରୁତ୍ୱ

ବୌଦ୍ଧ, ୨୩/୧୦(ହୀ.ପ୍ର):- ନିଶାମୁକ୍ତ ଭାରତ ଅଭିଯାନ ଏବଂ ନିଶାମୁକ୍ତ ଓଡ଼ିଶା ଗଠନର ଲକ୍ଷ୍ୟକୁ ସାକାର କରିବା ଦିଗରେ ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ନିଶାଦ୍ରବ୍ୟର ଅବୈଧ କାରବାର, ଚୋରା ଚାଲାଣ ଓ ବ୍ୟବହାରକୁ ରୋକିବା ସହ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ବୌଦ୍ଧ ଜିଲ୍ଲାକୁ…
Read More...

ଭାରତକୁ ବଡ ଝଟକା, ଦ୍ବିତୀୟ ଟି-୨୦ରୁ ଇଶାନ ବାଦ୍

ନୂଆଦିଲ୍ଲୀ- ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି। ୱିକେଟକିପର-ବ୍ୟାଟସମ୍ୟାନ୍ ଇଶାନ କିଷାନ ଆହତ ଯୋଗୁଁ ଶନିବାର ଦ୍ୱିତୀୟ ଟି-୨୦ରୁ ବାଦ ପଡ଼ିଛନ୍ତି। ସିରିଜର ପ୍ରଥମ ମ୍ୟାଚ୍ ସମୟରେ ସେ ଏହି ଆଘାତର ଶିକାର ହୋଇଥିଲେ। ଗୁରୁବାର ଭାରତ ପ୍ରଥମ…
Read More...

ସୃଷ୍ଟି ହେଲା ଲଘୁଚାପ, ୨୬ରେ ବାତ୍ୟା !

ଭୁବନେଶ୍ୱର, ୨୩ା୧୦: ଆସୁଛି ବାତ୍ୟା ଅର୍ଣ୍ଣବ। ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ। ଆସନ୍ତା ୨୬ରେ ବାତ୍ୟା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଆସନ୍ତାକାଲି ଅବପାତର ରୂପ ନେଇପାରେ ଲଘୁଚାପ। ୨୫ ତାରିଖରେ ଗଭୀର ଅବପାତରେ ପରିଣତ ହୋଇପାରେ। ୨୬ରେ ବାତ୍ୟାରେ ପରିଣତ ହେବା ପରେ ଏହା…
Read More...

ଆଜି ସୃଷ୍ଟି ହୋଇପାରେ ଲଘୁଚାପ, ବାତ୍ୟା ନେଇ ଆସିଲା ବଡ ଖବର

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଲୋକଙ୍କ ମନରେ ଛନକା ପଶିଛି। ଗୁରୁବାର ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ ୨୩ ତାରିଖ ଶୁକ୍ରବାର ସମାନ ସ୍ଥାନରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରେ ଲଘୁଚାପ…
Read More...