ସୁନେତ୍ରା ପାୱାର ହେବେ ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ୫ଟାରେ ନେବେ ଶପଥ
ନୂଆଦିଲ୍ଲୀ। ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ତାଙ୍କ ପୁଅ ପାର୍ଥଙ୍କ ସହିତ ଶନିବାର ସକାଳେ ମୁମ୍ବାଇରେ ପହଞ୍ଚିଥିଲେ। ସେ ଆଜି (ଜାନୁଆରୀ ୩୧) ସନ୍ଧ୍ୟା ୫ଟାରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।ବିଧାୟକ ଦଳ ବୈଠକ!-->…
Read More...
Read More...