ଫେବୃଆରୀ ୧ରେ ମୁଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଗସ୍ତ
ସୁବର୍ଣ୍ଣପୁର : ଫେବୃୟାରୀ ୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସୁଥିବା ଜଣାଯାଇଛି l ଏହି ଦିନ ଦିବା ୧୦ଟା ସମୟରେ ସେ ସଦର ରାମେଶ୍ଵର ଷ୍ଟାଡିୟମରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପହଞ୍ଚି ପ୍ରଥମେ ସ୍ଥାନୀୟ ବଡ଼ ଗୋପାଳ ଜୀ ମନ୍ଦିରରେ ୧୨ଟି!-->…
Read More...
Read More...