ଆଜିଠାରୁ କଟକଣା ବଢିଲା

0 659

ସମ୍ବଲପୁର : ଆଜିଠାରୁ ନିୟମରେ ପରିବର୍ତ୍ତନ କଲେ ଜିଲ୍ଲାପାଳ ଓ କଟକଣା କଡା କରିଛନ୍ତି । ସକାଳ 6ଟା ରୁ ପୂର୍ବାହ୍ନ 11 ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ଓ ଅପରାହ୍ନରେ ଆଉ ଦୋକାନ ଖୋଲିବାକୁ ଅନୁମତି ନାହିଁ। ମାର୍କେଟ ଯିବା ପାଇଁ ବାଇକ ନେଲେ ଗାଡି ଜବତ ହେବ। ଚାଲିକରି କିମ୍ବା ସାଇକେଲ ରେ ଯିବେ। ସାମାଜିକ ଦୂରତା ରକ୍ଷାକରି ଜିନିଷ କିଣିବେ। ଆଜିଠାରୁ ଏହି ନିୟମ ଅତି କଡ଼ାକଡ଼ି ଭାବରେ ପାଳନ କରାଯାଉଛି । ଏହା ଦ୍ବାରା ଗୋଲବଜାର ଖାଲି ହୈଇଯାଇଛି ।

hiranchal ad1
Leave A Reply

Your email address will not be published.

three + 7 =