ଉପାନ୍ତ ଅଞ୍ଚଳରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ସହ ମାସ୍କ ବଣ୍ଟନ

0 96

ବାଲିଗୁଡ଼ା: ଦିନକୁଦିନ କରୋନା ସାରା ବିଶ୍ବରେ କାୟା ମେଲେଇ ଚାଲିଛି । କରୋନା ମୁକାବିଲା ନେଇ ଗାଁ ଠୁ ସହର ସବୁଠି ଲୋକଙ୍କୁ ବିଭିନ୍ନ ଉପାୟରେ ରିତିମତ ସଚେତନ କରାଉଛି ପୋଲିସ୍ । ତଥାପି କିଛି ଏମାନିଆ ଏଯାଏଁ ସୁଧୁରୁନାହାନ୍ତି । ସହର ସମେତ ଉପାନ୍ତ ଅଞ୍ଚଳରେ ପହଁଚି ରିଅଲିଟି ଚେକ୍ କରିଛି ପୋଲିସ୍ । ଅଧାକାଂଶ ଲୋକେ ନିୟମକୁ ଗୁରୁତର ଭାବେ ନେଉଥିବାଆବେଳେ କିଛି ଅମାନିଆ ଏବେବି ମନମାନି ଚଲେଇଛନ୍ତି । ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ସାମାଜିକ ଦୁରତା ଓ ମାସ୍କ ବ୍ୟବହାର ବିଷୟରେ ଲୋକଙ୍କୁ ସଚେତନ କରାଇବାସହ ଲୋକଙ୍କୁ ମାସ୍କ ବାଣ୍ଟିଛି ବାଲିଗୁଡ଼ା ପୋଲିସ୍ । ଅନ୍ୟପଟେ ଅମାନିଆ ଙ୍କୁ ଗାଁ ଦାଣ୍ଡରେ ଚଲାଇ ସାମାଜିକ ଦୁରତାର ଶିକ୍ଷା ଦେବାବାସହ ବିନା କାରଣରେ ଘରୁ ବାହାରକୁ ନବାହାରିବାପାଇଁ ପରାମର୍ଶ ଦେଇଛନ୍ତି ଏସଡିପିଓ ମାନସ ରଞ୍ଜନ ବାରିକ୍ ।

hiranchal ad1
Leave A Reply

Your email address will not be published.

five + 7 =