ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

0 47

କଟକ ୨୭।୦୩ : ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ । ରାଜ୍ୟର ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ ସ୍ଥାପନ ନେଇ ଘୋଷଣା ହୋଇଛି । ଏନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଘୋଷଣା କରିଛନ୍ତି ।  ରାଜ୍ୟରେ ୧୦ ଜିଲ୍ଲାରେ ହେବାକୁ ଥିବା ଭର୍ଚୁଆଲ୍‌ ହାଇକୋର୍ଟ ଗୁଡିକ ଯଥାକ୍ରମେ- ଅନୁଗୁଳ, କେନ୍ଦ୍ରାପଡ଼ା , ସୁନ୍ଦରଗଡ଼ , କେନ୍ଦୁଝର , ନୂଆପଡ଼ା, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, ଜଗତସିଂପୁର, ଢେ଼ଙ୍କାନାଳ ଜିଲ୍ଲା ରହିଛି । ତେବେ ଏହି ଭର୍ଚୁଆଲ କୋର୍ଟ ଜରିଆରେ ଉପାନ୍ତ ଅଞ୍ଚଳରୁ ବି ହୋଇପାରିବ ମାମଲାର ଶୁଣାଣି । ଏଭଳି ପଦକ୍ଷେପ ଦ୍ୱାରା ଉଭୟ ଆବେଦନକାରୀ ଓ ଆଇନଜୀବୀଙ୍କ ପାଇଁ ସୁବିଧା ହେବ ।

hiranchal ad1
Leave A Reply

Your email address will not be published.

16 + three =