ଚିନ୍ତାମଣି ବିଦ୍ୟାଳୟ ପୀଠରୁ ଚୋରି

0 74

ନୂଆଗାଁ : ନୟାଗଡ ଜିଲ୍ଲା ମାଇଛେଳି ପଞ୍ଚାୟତ ମଧ୍ୟରେ ଥିବା ଚିନ୍ତାମଣି ବିଦ୍ୟାପୀଠ ମଧ୍ୟରୁ ଗତରାତିରେ କମ୍ପ୍ୟୁଟର ଲ୍ୟାବ ରୁମ ତାଲାଭଙ୍ଗି ୨ଜଣ ଦୁର୍ବୃତ୍ତ ସିସିଟିଭି ଭାଙ୍ଗିବା ସହିତ ୨ଟି ମନିଟର ନେଇଯାଇଥିବାର ସୂଚନା ମିଳିଛି । ଏହାର ଭିଡିଓ ସ୍କୁଲ ପରିସରରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି । ଦୁର୍ବୃତ୍ତମାନେ ମୁହଁରେ କପଡା ଲଗାଇ ପ୍ରଥମେ ତାଲା ଭାଙ୍ଗି ରୁମଭିତରେ ପଶିଥିଲେ, ତତ୍‌ ପରେ ସିସିଟିଭି କ୍ୟାମେରା ଭାଙ୍ଗି ୨ଟି ମନିଟର ନେଇ ଯାଇଥିବାର ସୂଚନା ମିଳିଛି । ଘଟଣା ସ୍ଥଳରେ ନୂଆଗାଁ ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

eight + 9 =