ନିଶାସକ୍ତ ଡ୍ରାଇଭର୍‌ ବାଣ୍ଟିବେ ହଜାରେ ଖଣ୍ଡ ସଚେତନତା ପୁସ୍ତକ, କୋର୍ଟ ଦେଲେ ନିର୍ଦ୍ଦେଶ

0 48

ପୁଣେ: ନିଶାସକ୍ତ ହୋଇ ଗାଡ଼ି ଚଳାଉଥିବା ଡ୍ରାଇଭର୍‌ମାନେ ହୋଇଯାଆନ୍ତୁ ସାବଧାନ! ପୁଣେର ପିମ୍ପରି ଚିଞ୍ଚୱାଡରେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ଧରାପଡ଼ିଥିବା ଜଣେ ୨୮ ବର୍ଷୀୟ ଯୁବକଙ୍କୁ ପୁଣେର ଏକ କୋର୍ଟ ଏକ ଅନନ୍ୟ ଦଣ୍ଡ ଦେଇଛନ୍ତି। ଯାହାକୁ ଶୁଣିବା ପରେ ଆପଣ ବି ଚକିତ ହୋଇଯିବେ।

hiring

ଯୁବକ ଜଣଙ୍କୁ ଅଦାଲତ ଟ୍ରାଫିକ୍ ସିଗନାଲରେ ଠିଆ ହୋଇ ନିଜ ଖର୍ଚ୍ଚରେ ମୁଦ୍ରିତ ୧୦୦୦ ଖଣ୍ଡ ସଚେତନତା ପୁସ୍ତିକା ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପୁସ୍ତିକାଗୁଡ଼ିକରେ ମଦ୍ୟପାନ କରି ଗାଡ଼ି ଚାଳନା କରିବାର ବିପଦ ବିଷୟରେ ସୂଚନା ଥିବା ଜରୁରୀ ବୋଲି କୋର୍ଟ କହିଛନ୍ତି।

hiranchal ad1
Leave A Reply

Your email address will not be published.

20 + eight =