ନଦୀକୁ ଖସିଲା ବସ୍ , ୧୮ ମୃତ

0 102

ନୂଆଦିଲ୍ଲୀ : ବିଳମ୍ବିତ ରାତିରେ ନେପାଳର ଧାଡିଂ ଜିଲ୍ଲାରେ ଏକ ବସ୍ ହାଇୱେରୁ ନଦୀକୁ ଖସି ପଡ଼ିଛି। ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ବିଦେଶୀ ନାଗରିକ ମହିଳା ରହିଛନ୍ତି। ସେମାନେ କେଉଁ ଦେଶର ଏବଂ ସେମାନଙ୍କ ପରିଚୟ ବର୍ତ୍ତମାନ୍ ପର୍ଯ୍ୟନ୍ତ ମିଳିପାରିନାହିଁ। ପୁଲିସର ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରେ, ଅନ୍ୟ ଜଣେ ଯାତ୍ରୀଙ୍କ ମୃତ୍ୟୁ ନିଶ୍ଚିତ ହେବା ସହିତ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି।

hiranchal ad1
Leave A Reply

Your email address will not be published.

sixteen − 1 =