ବିଜେଡି ଉପରେ ବର୍ଷିିଲେ ଦେବାଶିଷ

0 88

ଭୁବନେଶ୍ୱର: ଭାଜପାରେ ମିଶିବା ପରେ ଖବରଦାତା ସମ୍ମିଳନୀ କରି ବିଜେଡି ଉପରେ ପୁଣି ବର୍ଷିଛନ୍ତି ଦେବାଶିଷ ସାମନ୍ତରାୟ। ଦେବାଶିଷ କହିଛନ୍ତି, ମୁଁ ଏବେ ଘରକୁ ଫେରିବା ଭଳି ମୋର ମନେ ହେଉଛି। ବିଜେଡିରେ ଥିବା ବେଳେ ମୁଁ ଅଣନିଶ୍ୱାସୀ ହୋଇ ରହିଥିଲି। ନବୀନ ନିବାସକୁ ହଠାତ୍‌ ଯିବାକୁ ମୋତେ ମନା କରାଗଲା। ନବୀନ ବାବୁ କହିଥିଲେ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହେଁ। ହେଲେ ପାଣ୍ଡିଆନ ଭୈରବ ହୋଇ ନବୀନଙ୍କ ପାଖକୁ କାହାକୁ ଛାଡିଲେନି।
ବିଜୁ ବାବୁଙ୍କୁ ଜାଣିନଥିବା ଲୋକ କରିଛନ୍ତି ବିଜୁ ଫାଉଣ୍ଡେଶନ। ବିଜୁ ବାବୁଙ୍କୁ ସମ୍ମାନ ହେବାରେ ବିଜେଡି ଅସମର୍ଥ। ଏବେ ବିଜୁ ଜନତା ଦଳରେ ମାଆବାପା ବୋଲି କେହି ନାହାନ୍ତି। ଏବେ ଭାଜପା ମୋତେ ଯେଉଁ କାମ ହେବ, ସେ କାମ ନିଶ୍ଚୟ କରିବି ବୋଲି ଦେବାଶିଷ କହିଛନ୍ତି।

hiranchal ad1
Leave A Reply

Your email address will not be published.

3 × two =