୪୧ ବର୍ଷରେ ପଦାର୍ପଣ କଲେ ଧୋନି, ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଜି ଅର୍ଥାତ୍‌ ଜୁଲାଇ ୭ ତାରିଖ ଦିନ ୪୧ ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ପ୍ରଶଂସକ ଏବଂ କ୍ରିକେଟରମାନେ ମଧ୍ୟ ମହାନ ଅଧିନାୟକଙ୍କୁ ଶୁଭେଚ୍ଛା
Read More...

ଟିଏମସି ନେତାଙ୍କ ସମେତ ୩ଜଣଙ୍କୁ ଗୁଳି କରି ହତ୍ୟା

କୋଲକତା : ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ଆଜି ସକାଳେ ଟିଏମସି ନେତା ସ୍ୱପନ୍‌ ମାଝୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ଗୁଳି କରି ମଧ୍ୟ ହତ୍ୟା କରାଯାଇଥିଲା । ଏହି ଟ୍ରିପଲ ହତ୍ୟାକାଣ୍ଡ ଆଜି ସକାଳେ ଘଟିଥିଲା ଯେତେବେଳେ ଟିଏମସି ନେତା ତାଙ୍କ ଦୁଇ
Read More...

ମହାପ୍ରଭୁଙ୍କ ପାଇଁ ଚାଲିଛି ପୋଡପିଠା ପ୍ରସ୍ତୁତି

ପୁରୀ : ବାହୁଡା଼ ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମାଙ୍କ ହାତରୁ ପୋଡପିଠା ଖାଇବା ପରମ୍ପରା ରହିଛି ।ବାହୁଡା଼ ଯାତ୍ରା ଅବସରରେ ମାଉସୀ ମାଙ୍କ ପୂଜକ ବିଶ୍ୱନାଥ ମିଶ୍ର ମାଉସୀ ମା ମନ୍ଦିରରେ ଏହି ପୋଡ଼ ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି ।ପୋଡପିଠା ପ୍ରସ୍ତୁତି ବି
Read More...

ଆରମ୍ଭ ହେଲା ବାହୁଡା଼ ପ୍ରସ୍ତୁତି:ଦକ୍ଷିଣ ମୋଡ଼ ହେଲା ରଥ

ପୁରୀ : ଘୋଷଯାତ୍ରାର ଷଷ୍ଠୀ ତିଥିରେ ଆରମ୍ଭ ହୋଇଛି ବାହୁଡା଼ ପ୍ରସ୍ତୁତି । ହେରା ପଞ୍ଚମୀରେ ମହାଲକ୍ଷ୍ମୀଙ୍କ ଦ୍ୱାରା ନନ୍ଦିଘୋଷ ରଥ ଭଙ୍ଗା ପରେ ଶ୍ରୀମନ୍ଦିରକୁ କଥା ରକ୍ଷା କରି ଫେରିବାପାଇଁ ପ୍ରସ୍ତୁତ ହେଉଛନ୍ତି ମହାପ୍ରଭୁ । ଏଥିପାଇଁ ଷଷ୍ଠୀ ତିଥିରେ ତିନିରଥକୁ ଦକ୍ଷିଣ ମୋଡ଼ କରାଯାଇ
Read More...

ବିଶୁଦ୍ଧ ପାଣି ପାଉନାହାନ୍ତି ପାଟଣାଗଡ ସହରବାସୀ : ପାଣି ବିଶୋଧନ ମେସିନ୍‌ ଅଚଳ, ମରାମତି ଦାବି

ପାଟଣାଗଡ଼ : ଆମ୍ଭେ ସାଧାରଣତଃ କହୁ ଯେ ଜଳହିଁ ଜୀବନ, ଜଳବିନା ଜୀବନ ବଞ୍ଚିବା ଅସମ୍ଭବ । ତେବେ ଏକଥା ବି ସତ ଏବଂ ମଣିଷ ଜୀବଜନ୍ତୁ ଯେଉଁ ଜଳକୁ ବିନା ଦ୍ୱିଧାରେ ପିଇ ପାରନ୍ତି ତାହାକୁ ପାନୀୟଜଳ କୁହାଯାଇଥାଏ । ଏନେଇ ସରକାର ମଧ୍ୟ ପାନୀୟ ଜଳ ଯୋଗାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି
Read More...

ଜିଲ୍ଳା ପ୍ରଶାସନ ଦ୍ୱାରା ବନ୍ଦ ହେଲା ବାଲ୍ୟ ବିବାହ

ସୁବର୍ଣ୍ଣପୁର: ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଶାସନ ତରଫରୁ ବହୁ ବିଧ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଓ ଚରଦା ଗ୍ରାମରୁ ୨ଜଣ ୧୮ ବର୍ଷରୁ କମ ବୟସର
Read More...

କୃଷ୍ଣ ଓ ବଳରାମ ବେଶରେ ଦର୍ଶନ ଦେଲେ ସୋନପୁରର ବଡ଼ ଜଗନ୍ନାଥ ଓ ବଳଭଦ୍ର ଠାକୁର

ସୁବର୍ଣ୍ଣପୁର : ସୋନପୁର ଗୁଣ୍ଡିଚା ମନ୍ଦିରରେ ବଡ଼ ଜଗନ୍ନାଥ ଓ ବଳଭଦ୍ରଠାକୁରଙ୍କ କୃଷ୍ଣ ଓ ବଳରାମ ବେଶ ଅନୁଷ୍ଠିତ ହୋଇଯାଇଛି । ଏଇ ବିରଳ ବେଶକୁ ଦର୍ଶନ କରିବା ପାଇଁ ସଂଧ୍ୟା ସମୟରୁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିରହିଥିଲା । ସମସ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ରଥଯାତ୍ରା
Read More...

ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି. ଲିଃ ସଭାପତି ପଦବୀ ସକାଶେ ପାର୍ଥୀପତ୍ର ଦାଖଲ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡୀ ଗ୍ରାମରେ ଥିବା ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି ଲିଃ ର ସଭାପତି ପଦବୀ ସକାଶେ ଆଜି ପାର୍ଥୀପତ୍ର ପ୍ରଦାନ କରିବା ସକାଶେ ଦିନ ଧାର୍ଯ୍ୟ ହୋଇ ଥିଲା । ଆଜି ପାର୍ଥୀପତ୍ର ଦୁଇ ଜଣ ଦାଖଲ କରିଥିବାର
Read More...

ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଶ୍ରୀ ଶ୍ରୀ ଯୋଗେଶ୍ୱର ମନ୍ଦିର, ଯୋଗ ବିହାର, ଛନ ଛାନ ଡୁଙ୍ଗୁରି ପରିସରରେ ଶ୍ରୀ ଶ୍ରୀ ରୁଦ୍ରେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଆଜି କଳସ ଶୋଭାଯାତ୍ରା ତଥା ଅଷ୍ଟପ୍ରହରୀ ନିମନ୍ତେ ଅଧିବାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପରୋକ୍ତ କଳସ ଶୋଭାଯାତ୍ରାରେ
Read More...

ପର୍ଯ୍ୟଟକ ଓ ଦର୍ଶକଙ୍କୁ ଆକର୍ଷିତ କରୁଛି ପଲ୍ଲିଶ୍ରୀ ମେଳା

ପୁରୀ : ରଥଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଭୋଳାନାଥ ବିଦ୍ୟାପୀଠ ଠାରେ ଜିଲ୍ଲା ପ୍ରଶାସନ ଓ ଓରମାସ ପକ୍ଷରୁ ଆୟୋଜିତ ହୋଇଛି ପଲ୍ଲିଶ୍ରୀ ମେଳା । ରଥଯାତ୍ରା ପୂର୍ବ ସଂଧ୍ୟାରେ ଉଦଘାଟିତ ଏହି ମେଳାରେ ମୋଟ ୨୮୦ ଗୋଟି ଷ୍ଟଲ ହୋଇଛି । ତନ୍ମଧ୍ୟରୁ ୨୫୫ ଗୋଟି କାରିଗର ମାନଙ୍କର ଥିବା
Read More...