ତିନି ଝିଅ ପରେ ପୁଅ ଚାହୁଁଥିଲେ; ଏକାଥରକେ ଜନ୍ମ ନେଲେ ୪ ଶିଶୁ, ଏବେ ଅଟୋ ଡ୍ରାଇଭର ହେଲେ ୭ପିଲାର ବାପା
ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ଅଟୋଡ୍ରାଇଭରଙ୍କ ପତ୍ନୀ ଏକାଥରକେ ୪ ଶିଶୁ ଜନ୍ମ ଦେଇଛନ୍ତି, ଯାହା ଏବେ ପୁରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ମାଆ ଓ ୪ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି । ସମସ୍ତେ ଏବେ ଡାକ୍ତରଙ୍କ!-->…
Read More...
Read More...