ଡିଜିସିଏ କଟକଣା : ୨ ମାସ ପାଇଁ ଉଡ଼ିପାରିବନି ସ୍ପାଇସଜେଟ୍ର ଅଧା ବିମାନ
ନୂଆଦିଲ୍ଲୀ : ବାରମ୍ବାର ତ୍ରୁଟି ଦେଖାଯିବା ପରେ ଘରୋଇ ବିମାନ ସେବା କମ୍ପାନି ସ୍ପାଇସଜେଟ୍ ଉପରେ କେତେକ କଟକଣା ଲଗାଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) । କମ୍ପାନିର ଅର୍ଦ୍ଧେକ ବିମାନ ଉଡ଼ାଣ ଉପରେ ଦୁଇ ମାସ ପାଇଁ କଟକଣା ଲଗାଯାଇଛି । କମ୍ପାନିର ନିରାପତ୍ତା!-->…
Read More...
Read More...