ପ୍ରେସକ୍ଳବ ସଦସ୍ୟମାନଙ୍କ ପାଇଁ ଘରବାରି ଜମି ସହ କମ୍ୟୁନିଟି ହଲ ଯୋଗେଇ ଦେବାକୁ ସ୍ମାରକ ପତ୍ର ପ୍ରଦାନ
ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଦୀର୍ଘ ବର୍ଷ ଧରି ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସହରରେ ନିଜସ୍ୱ ଜାଗା ନଥିବା ଫଳରେ ସେମାନେ ଅସୁବିଧାରେ ରହିଛନ୍ତି । ଫଳରେ ସେମାନଙ୍କ ପାଇଁ ଜମି ଯୋଗାଇ ଦେବାଲାଗି ପ୍ରେସକ୍ଳବ ପକ୍ଷରୁ ଗତ ଦୁଇବର୍ଷ ଧରି ଉଦ୍ୟମ!-->…
Read More...
Read More...