ଛାତ୍ରବତ୍ସଳ ପୂର୍ବତନ ଶିକ୍ଷକ ନଟବର ସାହୁଙ୍କ ପରଲୋକ
ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଏଜେଓ ହାଇସ୍କୁଲର ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ନଟବର ସାହୁଙ୍କ ନିଜ ବାସଭବନରେ ପରଲୋକ ହେଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ୮୫ ବର୍ଷ ହୋଇଥିଲା । ଶିକ୍ଷକ ନଟବର ସାହୁଙ୍କ ମୃତ୍ୟୁରେ ଜିଲ୍ଲା ପ୍ରେସ କ୍ଳବ ସଭାପତି ତଥା!-->…
Read More...
Read More...