ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଦାୟୀତ୍ୱ ଗ୍ରହଣ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବୁଧବାର ଦାୟୀତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଥିବା ଜିଲାପାଳ ଡା. ବୃନ୍ଦା ଡିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ବୃନ୍ଦା ଡିଙ୍କୁ ଓଏସଏମସିଏଲ, ଭୁବେନଶ୍ୱରକୁ ବଦଳି ହୋଇଛି । ଆଶିଷ ଈଶ୍ୱର ପାଟିଲ ଏଥି
Read More...

ପୋପ୍ ଫ୍ରାନ୍ସିସଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଭାଟିକାନସିଟିରେ ପୋପ୍ ଫ୍ରାନ୍ସିସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ରୋମରେ ରହଣୀ ସମୟରେ ଆଜି ପୋପ୍ ଫ୍ରାନ୍ସିସଙ୍କୁ ଭେଟିଛନ୍ତି।ସୂଚନାଯୋଗ୍ୟ, ୨୬ ତାରିଖ ଯାଏ ମୁଖ୍ୟମନ୍ତ୍ରୀ ରୋମରେ ଅବସ୍ଥାନ କରିବେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନସଚିବ
Read More...

ଟ୍ବିନସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର: ଟ୍ବିନସିଟିରେ ପ୍ରବଳ ବର୍ଷା । ଭୁବନେଶ୍ବର, କଟକରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ଆକାଶରେ ପ୍ରବଳ ମେଘ ଘୋଟି ଅସିଥିବା ସହ ଜୋରରେ ବର୍ଷା ହେଉଛି । ଫଳରେ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିଛି । ସେପଟେ ରାଜ୍ୟରେ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପୂର୍ବ ଝାଡ଼ଖଣ୍ଡ
Read More...

ବାଲ୍ୟବିବାହକୁ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଜାତି ସମାଜର ସମନ୍ୱୟ ବୈଠକ

ନବରଙ୍ଗପୁର: ଜିଲ୍ଲାରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହ ଠାରେ ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ୟୁନିସେଫ, ଆକ୍ସନଏଡ ଓ ବିଭିନ୍ନ ଜାତି ସମାଜର ମୁଖ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ
Read More...

ପାଲିଆଟିଭ୍ କେୟାର ହସ୍ପିଟାଲରେ ଆସିୟୁ କକ୍ଷ ଉଦଘାଟିତ,ଉନ୍ନତ ମାନର ସେବା ପାଇବେ ସାଧାରଣ ଲୋକ

ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ସ୍ଥିତ ରିହାବିଟେସନ୍ ଆଣ୍ଡ ପାଲିଆଟିଭ୍ କେୟାର ହସ୍ପିଟାଲରେ ନୂତନ ଆଇସିୟୁ କକ୍ଷ ଉଦଘାଟିତ ହୋଇଯାଇଛି । ରାଉଣ୍ଡଟେବୁଲ ଇଣ୍ଡିଆ ଓ ଲେଡିଜ ସର୍କଲ ଇଣ୍ଡିଆର ସହେଯାଗରେ ନିର୍ମିତ ଏହି ବାର ଶଯ୍ୟା ବିଶିଷ୍ଠ କକ୍ଷକୁ ରାଉଣ୍ଡଟେବୁଲ୍ ଇଣ୍ଡିଆର ଓଡିଶା ମୁଖ୍ୟ ମାଣିକ
Read More...

୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ବର ୨୨।୬: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ (IR Battalion) ପାଇଁ ୬୬୩ଟି ପଦବୀକୁ (Security Coys) ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି। ଏହି ନୂତନ
Read More...

ଦୁର୍ଘଟଣାରେ ପ୍ରଧାନ ଶିକ୍ଷକ ଗୁରୁତର

ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ସମ୍ପଡ଼ା ଗ୍ରାମ ୫୭ ନଂ ଜାତୀୟ ରାଜପଥରେ ବାଇକ୍‌ ଦୁର୍ଘଟଣାରେ ନୂଆଗାଁ ହାଇସ୍କୁଲ୍‌ ପ୍ରଧାନ ଶିକ୍ଷକ କୁଳମଣି ନାୟକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କ ନିଜ ପଲସର୍‌ ବାଇକ୍‌ ଯୋଗେ ନୂଆଗାଁ ହାଇସ୍କୁଲ୍‌କୁ ଆସୁଥିବା ସମୟରେ
Read More...

ରୋହିତ-ବିରାଟଙ୍କ ଜୋରଦାର ଅଭ୍ୟାସ, ୨୪ରୁ ଭାରତ ଖେଳିବ ଅଭ୍ୟାସ ମ୍ୟାଚ

ଲଣ୍ଡନ : ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଜୁନ୍‌ ୨୪ ରୁ ଲିସେଷ୍ଟରସାୟାର ବିପକ୍ଷରେ ଚାରି ଦିନିଆ ଅଭ୍ୟାସ ମ୍ୟାଚ ଖେଳିବ । ୨୦୨୧ ମସିହାରେ ଆରମ୍ଭ ହୋଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ତଥା ନିର୍ଣ୍ଣାୟକ
Read More...

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ମିଳିଛି ଜେଡ୍‌ ପ୍ଲସ ସୁରକ୍ଷା । ଏନଡିଏ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ଏହି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି । ଯେଉଁଥିରେ ୧୦ରୁ ଅଧିକ ଏନ୍‌ଏସଜି ସହ ସିଆରପିଏଫ୍‌ କମାଣ୍ଡୋ
Read More...

ଘୂର୍ଣ୍ଣିବଳୟ:ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ପୂର୍ବାନୁମାନ

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ହେଉଛି ମୌସୁମୀ । ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ପକ୍ଷରୁ ପୂର୍ବାନୁମାନ
Read More...