ଓଡିଶାର ନୂତନ ମହାଲେଖାକାର ଭାବେ ଯୋଗଦେଲେ ବିଶ୍ୱନାଥ ସିଂହ ଜାଡୋନ

ଭୁବନେଶ୍ୱର : ବିଶ୍ୱନାଥ ସିଂହ ଜାଡୋନ ଓଡିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ (୨)ର ନୂତନ ମହାଲେଖାକାର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ତାମିଲନାଡୁ ଓ ପଡୁଚେରି ପ୍ରଧାନ ମହାଲେଖାକାର ଅଡିଟ କାର୍ଯ୍ୟାଳୟରେ ମହାଲେଖାକାର ଭାବେ କାର୍ଯ୍ୟ କରୁଥିଲେ । ସେ ତାପଜ
Read More...

ବିପୁଳ ପରିମାଣରେ ଦେଶୀମଦ ଜବତ, ୩ କୋର୍ଟ ଚାଲାଣ

ପୁରୀ: ପୁରୀ ଭ୍ରାମ୍ୟମାଣ ଅବକାରୀ ୟୁନିଟ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ କରାଯାଇଛି । ଅବକାରୀ ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ବାଲିନୋଲିଆସଆହି ଓ ଗୋପାଳପୁର ଭୋଇ ସାହିରେ ଏହି ଚଢାଉ କରାଯାଇଥିଲା । ଚଢାଉ କାଳରେ
Read More...

ଜୋରସରରେ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ, ସରିଲାଣି ୪୧ଚକର କାମ

ପୁରୀ : ଆଉ ମାତ୍ର ଖୁବ୍‌ କମ୍‌ ଦିନ ରହିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥର ୪୨ଟି ଚକ ମଧ୍ୟରୁ ୪୧ଟି ଚକ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଦେବଦଳନ ରଥର ଗୋଟିଏ ଚକର ପଇରେ ଫାଟ ଦେଖାଯାଇଛି । ଏହି ପଇକୁ
Read More...

ନୂତନ ପୋଲିସ୍‌ ମହାନିର୍ଦ୍ଦେଶକଙ୍କ ପ୍ରଥମ ଦିନିକିଆ କନ୍ଧମାଳ ଗସ୍ତ, ମାଓପ୍ରବଣ ଅଞ୍ଚଳରେ ସ୍ଥିତି ପରଖିଲେ

ବାଲିଗୁଡ଼ା:ପୋଲିସ୍‌ ମହାନିର୍ଦ୍ଦେଶକ ସୁନିଲ୍‌ ବଂଶଲଙ୍କ କନ୍ଧମାଳକୁ ପ୍ରଥମ ଦିନିକିଆ ଗସ୍ତ । ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲାର ମାଓପ୍ରବଣ ଅଞ୍ଚଳ ବେଲଘର ଥାନା ଲଙ୍କାଗଡ଼ ଗସ୍ତ କରି ନୂତନ ଭାବେ ନିର୍ମାଣ ଚାଲିଥିବା ସିଆରପିଏଫ୍‌ କ୍ୟାମ୍ପ କାର୍ଯ୍ୟ
Read More...

ସାରଳା ମନ୍ଦିର ଉନ୍ନତିକରଣ ମାଷ୍ଟରପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ,ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୪୨…

ଭୁବନେଶ୍ବର: ଓଡିଶା ଶକ୍ତି ପୂଜାର ପ୍ରାଚୀନ ପୀଠ। ଝଙ୍କଡ ପୀଠ ତନ୍ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମାତୃ ଉପାସନା ପୀଠ । ଝଙ୍କଡବାସିନୀ ମା ସାରଳାଙ୍କ ଆଶୀର୍ବାଦରୁ ସାରଳା ଦାସ ସିଦ୍ଧି ଲାଭ କରିଥିଲେ, ଆଦିକବି ହୋଇଥିଲେ। ଅଷ୍ଟମ ଶତାଦ୍ଦୀରେ ଭୌମକର ବଂଶର ରାଜା ମାନଙ୍କ ଦ୍ବାରା ନିର୍ମିତ ସାରଳା
Read More...

ଯଦି ଏମିତି ହୋଇଥାନ୍ତା ତେବେ ମୁଁ ଦେଶ ପାଇଁ କ୍ରିକେଟ ଖେଳିପାରିନଥାନ୍ତି : ଧୋନି

ଚେନ୍ନାଇ : ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନି ଗତକାଲି ତାମିଲନାଡୁର ଥିରୁଭାଲୁର ଜିଲ୍ଲାର ଏକ ସ୍ଥାନୀୟ କ୍ରିକେଟ୍‌ ଏକାଡେମୀ ପରିଦର୍ଶନ କରିଥଇଲେ । ଏହି ସମୟରେ ସେ କ୍ରିକେଟ୍‌ ବିଷୟରେ କହିଥିଲେ । ଧୋନି କହିଥିଲେ ଯେ ଯଦି ସେ ତାଙ୍କ ଜିଲ୍ଲା ସ୍ତରରେ ଖେଳିନଥାନ୍ତେ, ତେବେ ସେ
Read More...

ଶ୍ରୀମନ୍ଦିର ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଓଡ଼ିଶାରେ ରାଜନୀତି ଜୋର ଧରିଥିବାବେଳେ ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ତେବେ ମାନ୍ୟବର ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଉଭୟ ପକ୍ଷର ଯୁକ୍ତିକୁ ଶୁଣିବା ପରେ କୋର୍ଟ ଆସନ୍ତାକାଲି ଯାଏଁ
Read More...

ଜିଲ୍ଲା ଶିକ୍ଷା ନିରୀକ୍ଷକ କମଳାକାନ୍ତଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର : ପାପଡାହାଣ୍ଡି ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦେସେନା ପ୍ରଧାନଙ୍କ ସଭାପତିତ୍ୱରେ ଜିଲ୍ଲାର ସମସ୍ତ ଆଶ୍ରମ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ବୈଠକ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି
Read More...

ପଦ୍ମ ଧରିଲେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ବିଜେପିରେ ଯୋଗଦେଲେ ହାର୍ଦ୍ଦିକ ପଟେଲ । ଗାନ୍ଧିନଗରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ହାର୍ଦ୍ଦିକ ବିଜେପିରେ ଯୋଗଦେଇଛନ୍ତି । ଯୁବନେତା ହାର୍ଦ୍ଦିକ ପଟେଲ ନିକଟରେ କଂଗ୍ରେସ ଛାଡ଼ିଥିଲେ ।କିଛି ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ନିଜ ଇସ୍ତଫା
Read More...

ପଶ୍ଚିମବଙ୍ଗ ଦମ୍ପତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୯ ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ପଶ୍ଚିମବଙ୍ଗ ରାଜ୍ୟର ହୁଗୁଳି ଜିଲ୍ଲାର ଗୋଟିଏ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି ।ଗତ ଲକ୍‌ ଡାଉନ୍‌ ଏବଂ ସଟ୍‌ ଡାଉନ୍‌ ସମୟରେ ଜିଲ୍ଲାର ବିଭିନ୍ନ
Read More...