ବିସିସିଆଇ ସଭାପତି ପଦରୁ ଇସ୍ତଫା ଖବରକୁ ଖଣ୍ଡନ କଲେ ଦାଦା

ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ଆଜିର ଏକ ଟୁଇଟକୁ ନେଇ ଦିନତମାମ କ୍ରିିକେଟ ସମେତ ବିଭିନ୍ନ ମଡଲରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ କିଛି ଘଣ୍ଟା ପରେ ଏଥିରେ ଯବନିକା ପଡ଼ିଥିଲା । ଗାଙ୍ଗୁଲି ଆଜି ଅପରାହ୍ନରେ ପୋଷ୍ଟ କରିଥିବା ଏହି ଟୁଇଟରେ କହିଥିଲେ ଯେ ଆଜି ମୁଁ କିଛି
Read More...

୫-ଟି ହାଇସ୍କୁଲ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଲୋକାର୍ପଣ

ବୌଦ୍ଧ/ଜହ୍ନାପଙ୍କ: ଆଜି ବୌଦ୍ଧ ଜିଲ୍ଲାର ୨୪ ଟି ୫-ଟି ହାଇସ୍କୁଲର ରୂପାନ୍ତରିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଲୋକାର୍ପଣ ହୋଇଯାଇଛି ।ଏହି ଉପଲକ୍ଷେ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ବୌଦ୍ଧ
Read More...

ନୟାଗଡ଼ ବନଖଣ୍ଡରେ ଚାଲିଛି ଅବାଧ ବନ୍ୟଜନ୍ତୁ ଶିକାର, ନିଘୋଡ ନିଦ୍ରାରେ ବନବିଭାଗ

ଦଶପଲ୍ଲା : ବିପଦରେ ବନ୍ୟପ୍ରାଣୀ, ଦିନକୁ ଦିନ ନୟାଗଡ଼ ଜିଲ୍ଲାରେ ବଢିଚାଲିଛି ବନ୍ୟପ୍ରାଣୀଙ୍କ ଶିକାର । ନିଦାବିଷ୍ଣୁ ପାଲଟିଛି ବନ ବିଭାଗ । ପ୍ରାପ୍ତ ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ତାର ସଂଯୋଗ କରି ଅବାଧରେ ବନ୍ୟଜନ୍ତୁ ଶିକାର
Read More...

ବିବିଏମସିଏଚ୍‌ ସମସ୍ୟା ଦୃଷ୍ଟି ଆକର୍ଷଣ ଓ ସମାଧାନ ଦାବୀ କଲେ ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲର ବିଭିନ୍ନ ସମସ୍ୟା ସଂପର୍କରେ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଙ୍ଗଠନ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରି ଆଲୋଚନା କରିଥିଲେ । ରେଡିଓଲୋଜିଷ୍ଟଙ୍କ ଛୁଟି ଯୋଗୁଁ ଅଲଟ୍ରାସାଉଣ୍ଡ ଦୀର୍ଘ ଦିନ ବନ୍ଦ ରହିବା ଓ ସୀମିତ ସଂଖ୍ୟା ଯୋଗୁଁ ଲମ୍ବା ଧାଡିରେ
Read More...

ଏସିଆ କପ ହକି : ବ୍ରୋଞ୍ଜ ସହ ଭାରତର ଅଭିଯାନ ଶେଷ

ଜାକର୍ତ୍ତା: ଏସିଆ କପ ହକିରେ ଭାରତର ଅଭିଯାନ ଶେଷ ହୋଇଛି । ଆଜି ଅନୁଷ୍ଠିତ ମ୍ୟାଚରେ ଜାପାନକୁ ପରାସ୍ତ କରି ଭାରତ ବ୍ରୋଞ୍ଜ ହାସ କରିଛି ଏବଂ ଏଥିରେ ଏହାକୁ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ଅଳ୍ପକେ ଫାଇନାଲରୁ ବର୍ତ୍ତିଥିବା ଭାରତୀୟ ହକି ଟିମ୍‌ ଆଜିର କ୍ଲାସିଫିକେସନ ମ୍ୟାଚ୍‌ରେ କୌଣସି
Read More...

ବସଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ଆଲୋଚନା

ବଲାଙ୍ଗୀର: ବସ୍‌ ଟର୍ମିନାଲକୁ କାର୍ଯ୍ୟକ୍ଷମ କରିବା ସଂପର୍କରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧକ୍ଷତାରେ ଆଲୋଚନା କରାଯାଇଛି । ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ଆଲୋଚନାରେ ରାଜ୍ୟ ପରିବହନ ବିଭାଗର ଏକ ଉଚ୍ଚସ୍ତରୀୟ କମିଟୀ ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକ, ପୌରାଧକ୍ଷା ଲିକା
Read More...

ପାଟଣାଗଡ଼ ଏନ୍‌ଏସି ଅଧ୍ୟକ୍ଷାଙ୍କ ଦ୍ୱାରା ଓମଫେଡ ପାର୍ଲର ଓ ଭେଣ୍ଡିଂ ଜୋନର ଭିତ୍ତି ପ୍ରସ୍ତର ସ୍ଥାପନ

ପାଟଣାଗଡ଼: ସ୍ଥାନୀୟ ଗଙ୍ଗାଧର ପାର୍କ ନିକଟରେ ଓମଫେଡ ପାର୍ଲର ଓ ଭେଣ୍ଡିଂ ଜୋନ ପାଇଁ ଭିତ୍ତି ପ୍ରସ୍ତର ଏନ୍‌ ଏ ସି ଅଧ୍ୟକ୍ଷା ମାନସୀ ବିଶ୍ୱାଳଙ୍କ ଦ୍ୱାରା ସ୍ଥାପନ ହୋଇଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଡ଼. ବିଜୟା ନନ୍ଦ ସେଠୀ, ଏନ୍‌ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେର,
Read More...

ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ନବରଙ୍ଗପୁର: ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନବରଙ୍ଗପୁର ଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ରଞ୍ଜନ କୁମାର ବେହେରାଙ୍କ ସଭାପତତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଡ. ଅରବିନ୍ଦ କୁମାର ଓଝା ଏବଂ ମନ୍ମଥ କୁମାର ମାଝୀ ଯୋଗ ଦେଇ
Read More...

ମାସକ ପରେ ରଥଯାତ୍ରା, ଜୋରସରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ:ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ଖଳା ଚଳଚଞ୍ଚଳ । ତିନିରଥର ଅନୁକୂଳ ଅଖକୁ ମିଶାଇ ମୋଟ ୨୧ ଗୋଟି ଅଖ ନିର୍ମାଣ ଶେଷ ହୋଇଛି । ତିନିରଥର 'ଗରଗରା'ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ତିନିରଥର ଭୁଇଁଚଉତା ନିର୍ମାଣ ଶେଷ ପରେ ଚଉତା ର ଦୁଇପଟ ସାଲ ଶେଷ ପର୍ଯ୍ୟାୟରେ ପହଂଚିଛି ।ତାଳଧ୍ୱଜ ରଥର
Read More...

ସମ୍ବଲପୁର ଜିଲ୍ଲାର ସବୁ ଡାକ୍ତରଖାନାରେ ଲାଗିବ ସୋଲାର ପ୍ୟାନେଲ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସ୍ଥିତ ସବୁ ଡାକ୍ତରଖାନାରେ ସୋଲାର ପ୍ୟାନେଲ ଖଞ୍ଜି ସେଗୁଡିକର ନିଜସ୍ୱ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ବଳରେ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ସମ୍ବଲପୁର ସହିତ କଳାହାଣ୍ଡି ଜିଲ୍ଲା ମଧ୍ୟ ଏହି ପ୍ରକାରେ ସ୍ୱାବଲମ୍ବୀ ହୋଇପାରିବ ବୋଲି
Read More...