ସମଲେଈ ମନ୍ଦିରରେ ଦର୍ଶନ ପାଇଁ ନୂତନ ସମୟ ନିର୍ଘଣ୍ଟ ଘୋଷଣା

ସମ୍ବଲପୁର: ଆଜି ସମଲେଈ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ବୈଠକର ନିଷ୍ପତ୍ତି ଓ ପୂଜକ ମାନଙ୍କ ସହମତିରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି । ଆସନ୍ତାକାଲି ଗୁରୁବାର ଦିନ ଠାରୁ ମନ୍ଦିର ସକାଳ ୬:୦୦ ଟା ରୁ ଖୋଲାଯାଇ ରାତ୍ର
Read More...

ଜଗତଜନନୀ ମହାଶକ୍ତି ପାର୍ବତୀଙ୍କୁ କନ୍ୟା ରୂପେ ଘରକୁ ଆଣି ପୂଜାର୍ଚ୍ଚନା ଆରମ୍ଭ

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଆଜି ମହାସମାରୋହରେ ସମ୍ପନ୍ନ ହୋଇ ଯାଇଛି । ଏବର୍ଷ ନନ୍ଦପଡ଼ା ସ୍ଥିତ ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ସ୍ୱଇଚ୍ଛାର ସହିତ କନ୍ୟାପିତା ସାଜିଥିବା ପୂର୍ବ ନଗରପାଳ ଗିରିଶ ପଟେଲ ସପତ୍ନୀକ ବନ୍ଧୁବାନ୍ଧବ ଙ୍କୁ
Read More...

ଆଜି ବିବାହ ବନ୍ଧନରେ ବାନ୍ଧିହେବେ ଦୀପକ ଚହର, ଭାଇରାଲ ହେଲା ସଂଗୀତ ଓ ମେହେନ୍ଦି ବେଳର ଫଟୋ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଦୀପକ ଚହର ଏବଂ ତାଙ୍କ ପ୍ରେମିକା ଜୟା ଭରଦ୍ୱାଜ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ । ଦୀପକ ନିଜ ଘର ଆଗ୍ରାରେ ବିବାହ କରୁଛନ୍ତି । ତାଙ୍କ ବିବାହରେ ଯୋଗଦେବା ପାଇଁ ଏମଏସ ଧୋନି ମଧ୍ୟ ପହଞ୍ଚିବେ ବୋଲି କୁହାଯାଉଛି । ଦୀପକ-ଜୟାଙ୍କ ସଂଗୀତ ଏବଂ
Read More...

ମରାମତି ନାଁରେ ଚାଲିଛି କାଳକ୍ଷେପଣ ନୀତି, ମୁନ୍ଦାଏ ପାନୀୟ ଜଳ ପାଇଁ ହନ୍ତସନ୍ତ ଟାକରା ଗ୍ରାମବାସୀ

ଦଶପଲ୍ଲା : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଥିବାବେଳେ, ବୋଝ ଉପରେ ନଳିତା ବିଡା ଲଦିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମରେ । ଆଜକୁ ଏକ ସପ୍ତାହ ଧରି ଟାକରା ଗ୍ରାମକୁ ଯୋଗାଣ ହୋଇପାରୁନାହିଁ ପାନୀୟଜଳ । ପ୍ରଚଣ୍ଡ
Read More...

ମେଡିକାଲରେ ମାଡିଗଲା ଗାଡି, ଜଣେ ମୃତ

ଭଦ୍ରକ : ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦୁର୍ଘଟଣା । ମେଡିକାଲ କାମରେ ନିୟୋଜିତ ବୋଲେରୋ ଧକ୍କାରେ ରୋଗୀ ଓ ସମ୍ପର୍କୀୟ ଆହତ ହୋଇଛନ୍ତି । ବୋଲେରୋ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ଥିବା
Read More...

ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପଡ଼ିଗଲେ ଏସଡିପିଓ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କୁ ମାଡ଼ି ବସିଲା କଟକ ଭିଜିଲାନ୍ସ ବିଭାଗ । ହିନ୍ଦୋଳ ଅଞ୍ଚଳର ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥରଖଣି ମାଲିକଙ୍କଠାରୁ କାରନ୍ଦା ଛକ
Read More...

ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ମହାରାଜା ଗୌର ଚନ୍ଦ୍ର ଗଜପତିଙ୍କ ସମ୍ମିଳନୀ କକ୍ଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କେ.ଦିଲେଶ୍ୱର ରାଓଙ୍କ ଅବସର ଗ୍ରହଣ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ପରିଚାଳନା କମିଟିର
Read More...

ନୟାଗଡ଼-ପୁରୀ ପାସେଞ୍ଜର ଟ୍ରେନ ପୁନଃ ଚଳାଚଳ ପାଇଁ ଦାବୀ

ଦଶପଲ୍ଲା : ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଗତ ୨୦୨୦ ଠାରୁ କୋଭିଡ ମହାମାରୀ ପାଇଁ ସାମୟିକ ବ୍ୟାହତ ରହିଥିବା ନୟାଗଡ-ପୁରୀ ନିୟମିତ ପାସେଞ୍ଜର ଟ୍ରେନ ପୁନଃ ଚଳାଚଳ ପାଇଁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ନିର୍ଦ୍ଦେଶ ପ୍ରଦାନରେ ଅହେତୁକ ବିଳମ୍ବ
Read More...

ପୁରୀ ରଥଯାତ୍ରା ସମନ୍ୱୟ କମିଟିର ଦ୍ୱିତୀୟ ବୈଠକ

ପୁରୀ : ପୁରୀ ରଥଯାତ୍ରା ସମନ୍ୱୟ କମିଟିର ଦ୍ୱିତୀୟ ବୈଠକ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ପୌରସଦନରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏହାର ସଫଳତା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ
Read More...

ଶିଶୁ ଶ୍ରମ ନିରାକରଣ ସଚେତନତା ରଥ ଉଦ୍‌ଘାଟିତ

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମ ଉଛେଦ ସମ୍ପର୍କିତ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆୟାନିତ ଶିଶୁ ଶ୍ରମ ନିରାକରଣ ସଚେତନତା ରଥକୁ
Read More...