କରୋନା ମୁକ୍ତ ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ : ଭାରତର ଅଧିନାୟକ ରୋହିତ ଶର୍ମା କରୋନାରୁ ସୁସ୍ଥ ହୋଇଛନ୍ତି । ଶେଷ ରାଉଣ୍ଡରେ ହୋଇଥିବା ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ଏହାକୁ ନେଇ ବିସିସିଆଇ ଆଶ୍ୱସ୍ତ ହୋଇଛି । କରୋନାରେ ସଂକ୍ରମିତ ହେବାରୁ ରୋହିତ ବ ର୍ମାନ ଚାଲିଥିବା ଏଜବାଷ୍ଟନ ଟେଷ୍ଟରେ ସାମିଲ ହୋଇପାରି…
Read More...

ରାଗିଂର ଶୀକାର ହୋଇଥିଲେ ଦୂତୀ , ପୋଷ୍ଟ କରି ଦେଲେ ସୂଚନା

ଭୁବନେଶ୍ୱର : ଅଲମ୍ପିଆନ୍‌ ଦୂତୀ ଚାନ୍ଦ୍‌ ମଧ୍ୟ ରାଗିଂର ଶିକାର ହୋଇଥିଲେ । ଏନେଇ ସୋସିଆଲ୍‌ ମିଡିଆରେ ନିଜେ ଅଙ୍ଗେ ନିଭାଇଥିବା କଥା ପୋଷ୍ଟ କରିଛନ୍ତି ଦୂତୀ । ରାଗିଂର ଶିକାର ହୋଇ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସରେ ରହୁଥିବା ଯୁକ୍ତ ୩ ପ୍ରଥମ ବର୍ଷ କଳା…
Read More...

ଦଳର ଭବିଷ୍ୟତ ନେଇ ଏମିତି କହିଲେ ଶାହ

ହାଇଦ୍ରାବାଦ: ଆସନ୍ତା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ବିଜେପିର ଯୁଗ ଜାରି ରହିବ। ଅର୍ଥାତ କେନ୍ଦ୍ରରେ ବିଜେପିର କ୍ଷମତା କାଏମ ରହିବ। ଦଳର ଭବିଷ୍ୟତ ନେଇ ଏମିତି କିଛି ଆକଳନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ୍। ଖାଲି ଆକଳନ କରିନାହାନ୍ତି ଭାରତ ବିଶ୍ୱଗୁରୁ ହେବ ବୋଲି ଶାହ କହିଛନ୍ତି।…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

କଟକ : ସଡ଼କ ଦୁର୍ଘଟଣାରେ ଜଣେ ମୃତ । କଟକ ଜଗତପୁର ଖଇରା ପୋଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକଙ୍କ ନାମ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଜଗତପୁର ଆଡୁ ପିରବଜାର ଅଭିମୁଖେ ଏକ ବାଇକ୍‌ ଯାଉଥିଲା । ଠିକ୍‌ ଏହି ସମୟରେ ସାମ୍ନା ପଟୁ…
Read More...

ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍

ବର୍ମିଂହାମ: ଏଜବାଷ୍ଟନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ଘରୋଇ ଇଂଲଣ୍ଡ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ୨୮୪ ରନରେ ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ୧୩୨ ରନରେ ଆଗୁଆ ରହିଛି। ଇଂଲଣ୍ଡ ପକ୍ଷରୁ ଜୋନି ବେୟାରଷ୍ଟୋ ୧୦୬ ରନ କରିଥିଲେ। ସାମ…
Read More...

ଗୁଣ୍ଡିଚା ମଣ୍ଡପରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଠିଡିକାଜୋର ସ୍ଥିତ ଶ୍ରୀ ପୁରୁଷୋତ୍ତମ ଦିବ୍ୟଧାମ ଜଗନ୍ନାଥ ମହାପ୍ରଭୁ ଏବେ ଚାରିଛକ ସ୍ଥିତ ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ହୋଇଛନ୍ତି । ସେହିପରି ହରଭଙ୍ଗା ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଚତୃର୍ଦ୍ଧାମୂର୍ତ୍ତି ମତ୍ସ୍ୟ ଓ କଚ୍ଛପ ବେଶରେ ଦର୍ଶନ ଦେଉଛନ୍ତି…
Read More...

ପଟିଆରେ ଖୋଲିଲା ନିଶାସ ସାଲୁନ

ଭୁବନେଶ୍ୱର : ଭୁବନେଶ୍ୱରର ପଟିଆ ଷ୍ଟେସନ ରୋଡରେ ଖୋଲିଲା ଲକ୍‌ଜୁରୀ ସାଲୁନ୍ ଏବଂ ସ୍ପା ନିଶାସ । ଏହାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଲମ୍ପିଆଡ ଶିଭପାଲ ସିଂ ଉଦଘାଟନ କରିଛନ୍ତି । କଟକରେ ଦୀର୍ଘ୍ୟ ୨୦ ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ପ୍ରିୟ ଭାଜନ ହୋଇପାରିଛି ନିଶାସ । ଭୁବନେଶ୍ୱରରୁ ବହୁ…
Read More...

ସର୍ବ ଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍: ଓଡ଼ିଶା ଟିମ୍ ର ତାମିଲନାଡୁ ଯାତ୍ରା

ଭୁବନେଶ୍ଵର : ତାମିଲନାଡୁର କେଟି, ଓଟି ଠାରେ ଚଳିତ ମାସ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ସର୍ବ ଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ୧୫ ଜଣିଆ ଦଳ ତାମିଲନାଡୁ ଯାତ୍ରା କରିଛନ୍ତି । ଏହି ଚାମ୍ପିଅନସିପ୍ରେ ୨୮ଟି ରାଜ୍ୟ ଅଂଶ…
Read More...

ବାହାରିଲା ଆଡ଼ପ ଅବଢ଼ା

ପୁରୀ : ରବିବାର ଅପରାହ୍ନରେ ବାହାରିଛି ଆଡ଼ପ ଅବଢ଼ା । ଆଡ଼ପ ଅବଢ଼ା ପାଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ ଓ ଭକ୍ତ । ଶନିବାର ରାତ୍ରୀରେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ରବିବାର ସକାଳେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ବଢ଼ି ଗୁଣ୍ଡିଚା…
Read More...

ନରୱେକର ହେଲେ ମହାରାଷ୍ଟ୍ର ବାଚସ୍ପତି

ମୁମ୍ବାଇ: ବିଜେପି ବିଧାୟକ ରାହୁଲ ନରୱେକର ହେଲେ ମହାରାଷ୍ଟ୍ର ବାଚସ୍ପତି । ଆଜି ବସିଥିବା ବିଧାନସଭା ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ରାହୁଲଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି । ଶିବେସନା ବିଦ୍ରୋହୀ ନେତା ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ମାତ୍ର ଗୋଟିଏ…
Read More...