ଶ୍ରୀଜୀଉଙ୍କ ଅପେକ୍ଷାରେ ତିନି ରଥ
ପୁରୀ : ଆରମ୍ଭ ହୋଇଛିଘୋଷଯାତ୍ରାର ଆଦ୍ୟ ପର୍ବ । ନବଦିନ ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ସମସ୍ତ ପ୍ରସ୍ତୁତି ହୋଇଛି ଶେଷ ।ସିଂହଦ୍ୱାରରେ ବିଜେ କରିଛି ତିନି ରଥ । ରାତି ପାହାଲିରେ ରଥକୁ ବିଜେ କରିବେ ମହାପ୍ରଭୁ । ରଥ ପ୍ରସ୍ତୁତ ସାରଥୀ ବି ପ୍ରସ୍ତୁତ ।!-->…
Read More...
Read More...