ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ବାଲିଗୁଡ଼ା:ସାପ କାମୁଡାରେ ୩୩ ବର୍ଷର ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧୧ଟା ସମୟରେ ସାପ କାମୁଡିଥିଲା । ଯାହା ସୂଚନା ରହିଚି ଭବାନୀପାଟଣା ମଣ୍ଡରବଗିଚାର ପବିତ୍ର କୁମାର ସିଂଙ୍କ ସ୍ତ୍ରୀ ମାନସିନୀ ସିଂ ବାଲିଗୁଡା ନିଜ ବାପା ଘର ବୁଲି ଆସିଥିଲେ ।
Read More...

ନଦୀକୁ ଖସିପଡିଲା ସେନା ଗାଡି, ୭ ଜବାନ ସହିଦ

ଲଦାଖ : ଲଦାଖରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସ୍ଥଳ ସେନାର ଏକ ଗାଡି ସ୍ୱୋକ୍‌ ନଦୀକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୭ଜଣ ସେନା କର୍ମଚାରୀ ସହିଦ ହୋଇଛନ୍ତି । ଆହୁରି ଅନେକ ଯବାନ ଆହତ ହୋଇଥିବା କୁହାଯାଉଛି । ଅଧିକ ଗୁରୁତର ଆହତଙ୍କୁ ବାୟୁସେନା ସହାୟତାରେ ଉଦ୍ଧାର କରାଯାଇଛି । କୁହାଯାଉଛି
Read More...

ଡ୍ରେନରେ ଫଶି ରହିଥିବା ଷଣ୍ଢକୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ସମ୍ବଲପୁର : ସ୍ଥାନୀୟ ଦେହେରୀପାଲି ସାଣ୍ଡିଲ୍ୟ କଲେଜ ନିକଟରେ ଆଜି ଏକ ଷଣ୍ଢ ଅନ୍ୟ ଏକ ଷଣ୍ଢ ସହ ଲଢିବା ପରେ ଡ୍ରେନରେ ଖସି ପଡିଥିଲା ଓ ସେଠାରେ ଫଶି ରହିଯାଇଥିଲା । ସ୍ଥାନୀୟ ସୂତ୍ରରୁ ଏବିଷୟରେ ଶୁଣି ଜାଣିବା ପରେ ଏହି ଅଂଚଳରେ ନିଯୁକ୍ତ ସମ୍ବଲପୁର ନଗର ନିଗମ ସଫେଇ ଜମାଦାର ସଙ୍ଗେ ସଙ୍ଗେ
Read More...

ବର୍ଷା-ଅନୁଭବଙ୍କୁ ହାଇକର୍ଟଙ୍କ ତାଗିଦ

କଟକ: ହାଇକୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ସୋସିଆଲ ମିଡିଆରେ ମନ୍ତବ୍ୟ ନରଖିବାକୁୁ ଉଭୟଙ୍କୁ ହାଇକୋର୍ଟ ତାଗିଦ କରିଛନ୍ତି । କେହି କାହା ବିରୋଧରେ ମନ୍ତବ୍ୟ ନଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ କୌଣସି ଭିଡିଓ ପୋଷ୍ଟ ନକରିବାକୁ
Read More...

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସହ ସଂଯୋଗୀକରଣ ନିମନ୍ତେ କର୍ମଶାଳା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ସହିତ ସଂଯୋଗୀକରଣ ୨୦୨୨- ୨୩ ଆର୍ଥିକ ବର୍ଷ ଏକ କର୍ମଶାଳା ମିଶନ ଶକ୍ତି ଜରିଆରେ ଅନୁଷ୍ଠିତ ହୋଇ ଯାଇଛି ।ଗତ ବର୍ଷ ଭଲ କାମ କରି ଥିବା
Read More...

ଗଜପତି ଜିଲ୍ଲାପାଳଙ୍କ ଆର ଉଦୟଗିରି ବ୍ଳକ ଗସ୍ତ, ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଆର ଉଦୟଗିରି ଗ୍ରାମର ଜନସ୍ୱାସ୍ଥ୍ୟ ବିଭାଗ ନିକଟରେ ନିର୍ମାଣ ହୋଇ ଥିବା ସିମେଣ୍ଟ ଇଟା ଫେକ୍ଟ୍ରିକୁ ଉଦଘାଟନ କରି ଏହାପରେ ରଣ୍ଡିବା କେ. ଏମ୍‌ ଭାଲିଆ ସାହି ଓ ମହେନ୍ଦ୍ରଗଡ଼ ୫-ଟି ରୂପନ୍ତିକରଣ ବିଦ୍ୟାଳୟ ରଣ୍ଡିବା ଗ୍ରାମରେ ବ୍ଳକ
Read More...

ଭୂ-ମାଫିଆଙ୍କ ଉପଦ୍ରବ ବିରୁଦ୍ଧରେ ମହିଳାଙ୍କ ପୁଲିସ ପାଖରେ ଗୁହାରି

ସମ୍ବଲପୁର: ସ୍ଥାନୀୟ ସିଟି ରେଲୱେ ଷ୍ଟେସନ ନିକଟସ୍ଥ ଅଞ୍ଚଳରେ ଭୂ-ମାଫିଆଙ୍କ ଉପଦ୍ରବ ବଢ଼ିବାକୁ ଲାଗିଛି ଓ ସେମାନଙ୍କ ଉପଦ୍ରବର ଶିକାର ହୋଇଥିବା ପରିବାରଙ୍କ ପକ୍ଷରୁ ବହୁସଂଖ୍ୟକ ମହିଳାମାନେ ଗୁହାରି କରିବା ପାଇଁ ଆଜି ଜିଲ୍ଲା ପୁଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ । କିନ୍ତୁ
Read More...

ପୁଅର କାଠ ଫାଳିଆ ମାଡ଼ରେ ମା’ର ଜୀବନ ଗଲା

ଫୁଲବାଣୀ:-ପୁଅର କାଠ ଫାଳିଆ ମାଡ଼ରେ ମା'ର ମୃତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ସଦର ମହକୁମାର ବିଡ଼ାଙ୍ଗୀ ସାହିରେ । ଯାହା ସୂଚନା ରହିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ବିଡ଼ାଙ୍ଗୀ ସାହିରେ ମା' କସ୍ତୁରୀ କହଁର ଓ ପୁଅ ଜୀତେନ୍ଦ୍ର କହଁର, ଝିଅ କଳ୍ପନା କହଁର ରହି
Read More...

ଆତ୍ମହତ୍ୟା କଲେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ, ୧୫ ଦିନରେ ତୃତୀୟ ଘଟଣା

କୋଲକତା : ବଙ୍ଗାଳୀ ସିନେମା ପ୍ରେମୀଙ୍କ ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କୋଲକତାରେ ଆଜି ଜଣେ ମଡେଲ ତଥା ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ମଞ୍ଜୁସା ନିଯୋଗୀଙ୍କ ଶବ ଆଜି ତାଙ୍କ ବାଟୁଳୀ ଘରୁ ଫାଶୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ
Read More...

ଆଗାମୀ ସିଜିନରେ ଏହି ଖେଳାଳିଙ୍କୁ ରିଲିଜ କରିପାରେ ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ : ଆଇପିଏଲ-୨୦୨୨ରେ ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲ ଶେଷରେ ରହିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପାଇଁ ଖେଳାଳିଙ୍କ ମଧ୍ୟରେ ଅଦଳବଦଳ କରିପାରେ । ଏହା କହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଓପନର ଆକାଶ ଚୋପ୍ରା । ସେ କହିଛନ୍ତି ଆଇପିଏଲର ସଫଳ ଟିମ୍‌ ଭାବେ ପରିଚିତ ମୁମ୍ବାଇ
Read More...