ବିଜାଖୋଲ ଜଙ୍ଗଲରେ ହାତୀ ଶାବକର ମୃତ୍ୟୁ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ବନାଞ୍ଚଳ ନାରାୟଣପୁର ଫରେଷ୍ଟ୍ ବିଟ ଅନ୍ତର୍ଗତ ବିଜାଖୋଲ ଜଙ୍ଗଲରେ ଏକ ହାତୀ ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି । ୪ ବର୍ଷର ଏହି ପୁରୁଷ ହାତୀ ଶାବକଟି ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ହୋଇଥିବା ବନ ବିଭାଗ କହିଛି । ଖବରପାଇ ଆଜି ବନ ବିଭାଗର!-->…
Read More...
Read More...