ପୁଅର ଆକ୍ରମଣରେ ମା’ ମୃତ, ୩ ଗୁରୁତର
ପୁରୀ : ପୁରୀରେ ଆଜି ଏକ ଅଭାନୀୟ ଘଟଣା ଘଟିଛି । ଜଣେ ପୁଅର ଆକ୍ରମଣରେ ଜନ୍ମଦାତ୍ରୀ ମାଆର ଜୀବନ ଯାଇଛି । ସେହିପରି ଆକ୍ରମଣରେ ସାଇଭାଇ, ନିଜ ପତ୍ନୀ ଓ ବାପା ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ମେରାଇନ ଥାନା ଅଞ୍ଚଳରେ । ମୃତକ ହେଉଛନ୍ତି!-->…
Read More...
Read More...