ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ : ଅମର ଜବାନ ଜ୍ୟୋତିକୁ ନେଇ ବିବାଦ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି । ଇଣ୍ଡିଆ ଗେଟ୍‌ ଉିପରେ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
Read More...

କରୋନା ପଜିଟିଭ ହେଲେ ହରଭଜନ ସିଂ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ପୂର୍ବତନ ତାରକା କ୍ରିକେଟର ହରଭଜନ ସିଂ କୋଭିଡ -୧୯ ପଜିଟିଭ ହୋଇଥିବା ଜଣାପଡିଛି । ପୂର୍ବତନ ଅଫ୍‌ ସ୍ପିନର ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଯେ ସେ କରୋନା ସଂକ୍ରମିତ । ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ପରୀକ୍ଷା କରିବାକ ଭଜି
Read More...

ଲିଭିବନି ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍‌ ପାଖରେ ଥିବା ଅମର ଯବାନ ଜ୍ୟୋତି ଲିଭିବନି । ଗତ ୫୦ ବର୍ଷ ଧରି ଏହା ଜଳିଆସୁଛି ଏବଂ ଆଗକୁ ମଧ୍ୟ ଏଭଳିଭାବେ ରହିବ । ଏହା କେବେ ବି ଲିଭିବନି । କେନ୍ଦ୍ର ସରକାର ଆଜି ଏହା ସ୍ପଷ୍ଟ କରିଦେଇଛନ୍ତି । ଏହି ଜ୍ୟୋତିକୁ ନେଇ ବିବାଦ ସୃଷ୍ଟି ହେବାପରେ ଆଜି ଏଭଳି
Read More...

ପୂର୍ବତଟ ରେଳପଥ ବୈଷୟିକ କମିଟିର ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ ଓ ଅନୁଧ୍ୟାନ

ଗଜପତି,୨୧/୧- ଆଜି ପୂର୍ବତଟ ରେଳପଥ ବିଶାଖାପାଟଣା ଡିଭିଜନର ରେଳମଣ୍ଡଳ ପ୍ରବନ୍ଧକ(ଡି ଆର୍‌ ଏମ୍‌) ଶ୍ରୀ ଅନୁପ କୁମାର ଶତପଥୀଙ୍କ ନେତୃତ୍ୱରେ ଉଚ୍ଚ଼ସ୍ତରୀୟ ରେଳ ବୈଷୟିକ କମିଟି ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅବହେଳିତ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ସମସ୍ୟା
Read More...

୪୦୧ଟି ଟ୍ରେନ୍‌ ବାତିଲ୍‌ କଲା ରେଳ ବିଭାଗ

ନୂଆଦିଲ୍ଲୀ,: ଭାରତୀୟ ରେଳ ବିଭାଗ ଶୁକ୍ରବାର ୪୦୧ ଟ୍ରେନ୍‌ ଚଳାଚଳକୁ ବାତିଲ୍‌ କରିଦେଇଥିବା ଜଣାପଡ଼ିଛି । ଖରାପ ପାଣିପାଗ ଏବଂ ପରିଚାଳନା ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ରେଳ ବିଭାଗ । ଉତ୍ତର ଭାରତରେ କୁହୁଡ଼ି ଜମି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ପାଗ ଖରାପ ରହିଛି
Read More...

ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁଣି ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ସର୍ଭେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଲେ ନବୀନ ପଟ୍ଟନାୟକ । ସର୍ଭେ ରିପୋର୍ଟରେ ଶୀର୍ଷରେ ରହିଛନ୍ତ ନବୀନ ପଟ୍ଟନାୟକ । ରାଜ୍ୟର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ ପଟ୍ଟନାୟକ । ଏହି
Read More...

ରାଜ୍ୟରେ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର ୨୧।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୯୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୭୨୯୫ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ଟି୨୦ ବିଶ୍ୱକପ୍ ଖେଳସୂଚୀ, ଅକ୍ଟୋବର ୨୩ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଚଳିତ ବର୍ଷ ଅନୁଷ୍ଠିତ ହେବ ଟି୨୦ ବିଶ୍ୱକପ୍ । ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ଜାରି କରିଛି । ଏବେ ଅଷ୍ଟ୍ରେଲିଆ ଟିମ୍ ଟି୨୦ ଚାମ୍ପିଅନ ରହିଛି । ଯଦି ଏପରି ସ୍ଥିତିରେ କଙ୍ଗାରୁ ମାଟିରେ ଟି୨୦ ବିଶ୍ୱକପ ଖେଳାଯାଏ ତେବେ ଘରୋଇ ଦଳର ଦବଦବା ଅଧିକ ରହିବ ।
Read More...

ଚାକିରି ଛାଡି ନିର୍ବାଚନ ମଇଦାନରେ ଉଚ୍ଚଶିକ୍ଷିତା ଛାତ୍ରୀ

ପୁରୀ : ଚାକିରୀ ଛାଡି ନିର୍ବାଚନ ମଇଦାନରେ ଜଣେ ଉଚ୍ଚଶିକ୍ଷିତା ଛାତ୍ରୀ । ପୁରୀ ଜିଲ୍ଲା ୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ୨୪ବର୍ଷୀୟ ଶୁଭସ୍ମିତା ସାହୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଶୁଭସ୍ମିତା ସିଭିଲରେ ଡିପ୍ଲୋମା କରିବା ପରେ ମୁମ୍ବାଇସ୍ଥିତ ଟାଟା କମ୍ପାନୀରେ ଭଲ
Read More...

ଚତୁର୍ଥ ଦିନରେ ମୋଟ ୯୦୮ ପ୍ରାର୍ଥୀପତ୍ର ଦାଖଲ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଚତୁର୍ଥ ଦିନରେ ୯ ୦୮ ଜଣ ପାର୍ଥୀପତ୍ର ଦାଖଲ କରିଛନ୍ତି । ସେଥୁମଧ୍ୟରୁ ୱାର୍ଡ ମେମ୍ବର ଭାବେ ୫୯୨ଜଣ ପ୍ରାର୍ଥୀପତ୍ର ଦା ଖଲ କରିଥିବାବେଳେ ସରପଞ୍ଚ
Read More...