୧୧ ବର୍ଷର ଶିଶୁର ମୁହଁରେ ହସ ଫୁଟାଇଲେ ରାହୁଲ
ନୂଆଦିଲ୍ଲୀ : ଭାରତୀୟ ଓପନର୍ କେ.ଏଲ୍ ରାହୁଲ ପଡ଼ିଆରେ ଚମତ୍କାର ପ୍ରଦର୍ଶନ କରି ଅନେକ ଥର ଚର୍ଚ୍ଚାରେ ରହିଛନ୍ତି, କିନ୍ତୁ ଆଜିକାଲି ଆହତ କାରଣରୁ ଦଳ ବାହାରେ ଥିବା ଏହି ବ୍ୟାଟ୍ସମ୍ୟାନ୍ ପଡ଼ିଆ ବାହାରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ନିକଟରେ ରାହୁଲ ମୁମ୍ବାଇର!-->…
Read More...
Read More...