ବିବାହ ପ୍ରସ୍ତୁତିରେ ଲାଗିପଡିଲେଣି ଆଲିଆ ଓ ରଣବୀରଙ୍କ ପରିବାର, ତାରିଖକୁ ନେଇ ଆସିଲା ବଡ ଖବର
ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଛନ୍ତି । ୨୦୨୨ ମସିହାରେ ଏହି ପ୍ରେମ ଯୋଡି ହାତକୁ ଦି ହାତ ହେବେ ବୋଲି କୁହାଯାଉଛି । ସୂଚନାନୁସାରେ, ବିବାହ ପାଇଁ ପ୍ରସ୍ତୁତି କ୍ରମାଗତ ଭାବେ ଚାଲିଛି ଏବଂ ଏହି ବର୍ଷ ଏହି ଯୋଡି ସାତଫେରି ନେଇ ସାତ ଜନ୍ମର!-->…
Read More...
Read More...