ଏବେବି ମାଟି ମୂର୍ତ୍ତିର ରହିଛି ଚାହିଦା

ଗଜପତି,୫/୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବଜାରରେ ମ ।ଟି ମୂର୍ତ୍ତି ଅଧିକା ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଆଧୁନିକତାରେ ହଜିଯାଉଥିବା ମଣିଷ ପ୍ଲାଷ୍ଟର ପ୍ୟାରିସି ମୂର୍ତ୍ତି ଥାଇ ସୁଦ୍ଧା ମାଟି ମୂର୍ତ୍ତି ପ୍ରତି ଆକୃଷ୍ଟ ରହିଛି । ପ୍ଲାଷ୍ଟର ପ୍ୟାରିସି ହଲକା ସୁନ୍ଦର
Read More...

ହରଭାଙ୍ଗି ଜଳଭଣ୍ଡାରରେ ଅଙ୍ଗୁଳିକା ଯାଆଁଳା ମତ୍ସ୍ୟଜୀବୀଙ୍କ ସକାଶେ ଛଡ଼ାଗଲା,ଉପକୃତ ହେବେ ମତ୍ସ୍ୟଜୀବୀ

ଗଜପତି,୫/୨- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ହରଭାଙ୍ଗି ଜଳଭଣ୍ଡାରରେ ଅଙ୍ଗୁଳିକା ଯାଆଁଳା ମତ୍ସ୍ୟ ବିଭାଗ ପକ୍ଷରୁ ଛଡ଼ାଯାଇଛି । ମତ୍ସ୍ୟ ବିଭାଗର ସରକାରୀ ଫାର୍ମରୁ ଉନ୍ନତମାନର ଅଙ୍ଗୁଳିକା ଯାଆଁଳା ପ୍ରଥମଥର ଜାନୁୟାରୀ ୩୧ ତାରିଖରେ ୨୬୦୦୦ ଯାଆଁଳା ଓ ୨ ଫେବୃୟାରୀରେ ଦ୍ୱିତୀୟ
Read More...

ଯୁବ ଚିତ୍ରଶିଳ୍ପୀଙ୍କ ଏକ ନିଆରା କଳାକୃତି

ପୁରୀ,୫/୨- ପବିତ୍ର ସରସ୍ୱତୀ ପୂଜା ଅବସରରେ ପୁରୀ ବାସେଳୀ ସାହିର ଯୁବ ଚିତ୍ରଶିଳ୍ପୀ ଏକ ନିଆରା କଳାକୃତି କରି ସରସ୍ୱତୀ ପୂଜାର ଅଭିନନ୍ଦନ ସମସ୍ତଙ୍କୁ ଜଣାଇଛନ୍ତି । ପୁରୀ ବାସେଳୀ ସାହିର ଅଷ୍ଟମ ଶ୍ରେଣୀର ଛାତ୍ର ଆୟୁଷ ମହାପାତ୍ର ମାତ୍ର ୬ ମିନିଟରେ ଦୁଇହାତରେ ବାଗଦେବୀ ମା ସରସ୍ୱତୀଙ୍କର
Read More...

ଜିଲ୍ଲାପାଳଙ୍କ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଓ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମୀକ୍ଷା

ପୁରୀ,୫/୨- ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପେଣ୍ଠକଟାସ୍ଥିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଓ ତାଳବଣିଆରେ ଥିବା ସ୍ପୋର୍ଟସ କଂପ୍ଲେକ୍ସ ବୁଲି ଦେଖିବାସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ପରିସରରେ କ୍ରିକେଟ ପଡିଆ, ଜିମ୍ନାଷ୍ଟିକ୍‌, ସନ୍ତରଣ, ଆଥଲେଟିକ୍‌ ଆଦି
Read More...

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠକୁ କରାଯିବ ପୂଜାର୍ଚ୍ଚନା ଓ ଅନୁକୂଳ

ପୁରୀ,୫/୨- ଆଜି ପବିତ୍ର ଶ୍ରୀପଞ୍ଚମୀ । ଚଳିତବର୍ଷ ୨୦୨୨ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିର ତିଥିରେ ରଥକାଠକୁ ଅନୁକୂଳ କରାଯିବା ସହ ପୂଜାର୍ଚ୍ଚନା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ
Read More...

ପବିତ୍ର ସ୍ୱରସ୍ୱତୀ ପୂଜା ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା

ପୁରୀ,୫/୨- ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା ଚିତ୍ରକଳା କରି ଏହି ପବିତ୍ର ଦିନର ଶୁଭେଚ୍ଛା ଜଣାଇଛନ୍ତି । ସୁଦର୍ଶନ ଦେବୀ ସ୍ୱରସ୍ୱତୀଙ୍କ ପ୍ରତିମାକୁ ବାଲୁକା ଚିତ୍ରକଳାରେ ଆଙ୍କି ସରସ୍ୱତୀ ପୂଜାର ଶୁଭେଚ୍ଛା ଦେଇଛନ୍ତି
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ

ପୁରୀ,୫/୨- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ । ଦର୍ଶନ କରିବା ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ସିଂହଦ୍ୱାର ଠାରୁ ଆରମ୍ଭ କରି ଉତ୍ତରଦ୍ୱାର ପର୍ଯ୍ୟନ୍ତ ବାହାରେ ଅନୁଧ୍ୟାନ କରିବାସହ ଏନେଇ ଅଧିକାରୀଙ୍କ ସହ ଆଲୋଚନା
Read More...

ଆବାସ ଯୋଜନାରୁ ବଞ୍ଚିତ ବିଧବା କୁନି

ଘୁ.ଉଦୟଗିରି,୪/୨- ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ, ଦେରିନାଜୁରେ କୁନି ବଗର୍ତ୍ତୀ ନିଜର ଦୁଇ ଛୁଆଙ୍କୁ ଧରି ତିନିବର୍ଷ ହେଲା ଦୁଃଖ କଷ୍ଟରେ ଜୀବନ ଯାପନ କରୁଥିବା ଦେଖିବାକୁ ମିଳୁଛି । ଝିଅର ବୟସ ୧୩ ଓ ପୁଅର ବୟସ ୭ ବର୍ଷର ଦୁଇଟି ପିଲାକୁ ଧରି କେମିତି ଭଲ ପାଠ ପଢେଇ
Read More...

ଗାଁ ରାସ୍ତା ନିର୍ମାଣ ପ୍ରଶ୍ନ ଉତ୍ତରରେ ଫସିଲେ, ମଞ୍ଚ ଛାଡି ଫେରିଲେ କଣ୍ଟାବାଞ୍ଜି ବିଧାୟକ

ବଲାଙ୍ଗୀର,୪/୨- କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ମାତ୍ର ୨ କି.ମି ପାଖାପାଖି ୧୫୦୦ ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଗାଁ ବେହରେନସିଲେଟ, ସ୍ୱାଧୀନତାର ୭୫ ବର୍ଷ ପରେବି ଏହି ଗାଁକୁ ଯିବାପାଇଁ ପକ୍କା ରାସ୍ତା ନିର୍ମାଣ ହୋଇନି । ଗ୍ରାମବାସୀ ସରପଞ୍ଚ ଠାରୁ ବିଧାୟକ , ଜିଲ୍ଲାପାଳ
Read More...

ଭୋଜି ଖାଇବାକୁ ଯିବାବେଳେ ଅଘଟଣ, ଟାୟାର ଫାଟି ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌ ୩ ମୃତ, ୩୪ ଗୁରୁତର

ବାଲିଗୁଡ଼ା,୪/୨: ମୃତ୍ୟୁ କେତେବେଳେ କେମିତି ଆସିବ ତାହା କିଏ ବା ଜାଣିଛି । ଭୋଜି ଖାଇବାକୁ ଯିବାବେଳେ ଚାଲିଗଲା ତିନିଜଣଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଉପାନ୍ତ ବ୍ଲକ୍‌ କୋଟଗଡ଼ ଅଞ୍ଚଳରେ । ଆଜି ଦିନ ପ୍ରାୟ ୧୨ଟା ସମୟରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା
Read More...