ପ୍ରଚାର ମୈଦାନରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ୍‌…

ବାଲିଗୁଡ଼ା,୩/୨: ପ୍ରଚାର ମୈଦାନରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ନିଜର ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇବା ପାଇଁ ଯୋର୍‌ଦାର୍‌ ପ୍ରଚାର ଚାଲିଥିବାବେଳେ ବିଜୁ ଜନତା ଦଳ ପ୍ରଚାର
Read More...

ଖାରବେଳ ସ୍ୱାଇଁଙ୍କ ଦୁଇଦିନିଆ ନିର୍ବାଚନ ପ୍ରଚାରପାଇଁ ବୌଦ୍ଧଜିଲ୍ଲା ଗସ୍ତ

ବୌଦ୍ଧ,୩/୨- ମାନ୍ୟବର ପୂର୍ବତନ ୩ ଥରର ଲୋକସଭା ସଦସ୍ୟ ମହାମେଘବାହାନ ଖାରବେଳ ସ୍ୱାଇଁ ଙ୍କ ବୌଦ୍ଧଜିଲ୍ଲାର ବିଭିନ୍ନ ଜିଲ୍ଲାପରିଷଦ ଜୋନ୍‌ ଗୁଡିକ ଗସ୍ତକରି ନରେନ୍ଦ୍ର ମୋଦିଜୀଙ୍କ ୭ ବର୍ଷର ଶାସନ ସହିତ ଓଡିଶା ସରକାରଙ୍କ ୨୨ ବର୍ଷ ବିଫଳତା ଶାସନ ଉପରେ ସମସ୍ତ ଭୋଟର ମାନଙ୍କ ଘରକୁଘର ଯାଇ
Read More...

କୋଭିଡ ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ଟଙ୍କାର ସହାୟତା

ବୌଦ୍ଧ,୩ା୨: ବୌଦ୍ଧଜିଲ୍ଲାରେ କୋଭିଡରେ ଅନେକ ଲୋକ ମୃତ୍ୟୁର ଶିକାର ହୋଇଥିବାବେଳେ ଡାକ୍ତର, ପୋଲିସ ଓ ସରକାରୀ ଅଧିକାରୀ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । କୋଭିଡ ୧୯ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁର ଶିକାର ହୋଇଥିବା ବୌଦ୍ଧ ବ୍ଲକର ଏକାଉଣ୍ଟସ ଅଧିକାରୀ ରୋମାଞ୍ଚ
Read More...

ପଞ୍ଚାୟତ ନିର୍ବାଚନ ନିମନ୍ତେ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ

ପୁରୀ,୩/୨:- ପଞ୍ଚାୟତ ନିର୍ବାଚନ ନିମନ୍ତେ ବ୍ଲକସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ଅଧିକାରୀ ବିଡିଓ,
Read More...

ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କ ପରଲୋକ

ବ୍ରହ୍ମପୁର : ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବଙ୍କ ପରଲୋକ ହୋଇଯାଇଛି । ବୁଧବାର ବିଳମ୍ବିତ ରାତ୍ରିରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ସେ ୮୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଉଦୟ ନାରାୟଣ ୧୯୩୫ ମସିହା ଅକ୍ଟୋବର
Read More...

ମହାବୀର କ୍ଷେତ୍ରରୁ ଶ୍ରୀକ୍ଷେତକ୍ର ଗଲା ରଥକାଠ

ଦଶପଲ୍ଲା,୩/୨: ଚଳିତବର୍ଷ ମହାପ୍ରଭୁ ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ ଦଶପଲ୍ଲାର ମହାବୀର କ୍ଷେତ୍ରରୁ , ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ରଥକାଠ ପଠାଯାଇଛି । ମହାବୀର କ୍ଷେତ୍ରରେ ଅବସ୍ଥିତ ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀରଘୁନାଥ ଜୀଉ ଓ ମହାବୀରଙ୍କ ନିକଟରେ ପୂଜାର୍ଚ୍ଚନା ପରେ ରଥକାଠ
Read More...

ମହାସିଙ୍ଗିରେ ଅଘଟଣ, ନଦୀରେ ବୁଡ଼ି ଜଣେ ମୃତ

ବାଲିଗୁଡ଼ା,୩/୨: ଗୋଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମହାସିଙ୍ଗି ଖଡ଼ଗ ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକ ଜଣକ ମହାସିଙ୍ଗି ଗ୍ରାମର ସୁବାଷ ଗାଉଁଟିଆ ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସକାଳେ ମୃତ ସୁବାଷ
Read More...

ହାର୍ଟ ସର୍ଜରୀ କଲେ ବଲିଉଡର କମେଡି କିଙ୍ଗ୍‌ ସୁନୀଲ ଗ୍ରୋଭର

ବଲିଉଡର କମେଡି କିଙ୍ଗ ତଥା ଅଭିନେତା ସୁନୀଲ ଗ୍ରୋଭରଙ୍କ ସ୍ୱାସ୍ଥ୍ୟ ସହ ଜଡିତ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ହୃଦୟ ସମ୍ବନ୍ଧୀୟ ସମସ୍ୟା ହେତୁ ଅଭିନେତାଙ୍କୁ ହାର୍ଟ ସର୍ଜରୀ କରିବାକୁ ପଡିଛି । ସେ ମୁମ୍ବାଇର ଏସିଆନ୍‌ ହାର୍ଟ ଇନଷ୍ଟିଚ୍ୟୁଟରେ ଅସ୍ତ୍ରୋପଚାର
Read More...

ପଣ୍ଡିତ ନରସିଂହ ଗୌଡଙ୍କୁ ଭବ୍ୟ ସମ୍ୱର୍ଦ୍ଧନା

ପାରଳାଖେମୁଣ୍ଡି,୨/୨- ପ୍ରଗତି ମହିଳା ସଙ୍ଗଠନ ଏବଂ ୟୁ ଟେକ କଂପ୍ୟୁଟର ଏଜୁକେଶନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନରେ ପରିବେଶ ସଚେତନତା କର୍ମଶାଳାରେ ସମ୍ପ୍ରତି ଜିଲ୍ଲା ପ୍ରଶାସନଙ୍କ ଠାରୁ ଜନରାଜ୍ୟ ଦିବସ ଅବସରରେ ପ୍ରକୃତିବନ୍ଧୁ ପ୍ରାପ୍ୟ ସେବାନିବୃତ୍ତ ଶିକ୍ଷକ
Read More...

ଭାରତ ବିପକ୍ଷ ସିରିଜ ପରେ ସନ୍ନ୍ୟାସ ନେବେ ଶ୍ରୀଲଙ୍କାର ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ : ଶ୍ରୀଲଙ୍କା ଦଳ ଚଳିତ ମାସ ଶେଷରେ ଭାରତ ଗସ୍ତରେ ଆସି ଟେଷ୍ଟ ସିରିଜ୍‌ ଖେଳିବା ସହ ତିନୋଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିବ । ଏହି ସିରିଜ୍‌ ପରେ ଶ୍ରୀଲଙ୍କା ଦଳର ଜଣେ ଖେଳାଳି ଅବସର ନେବାକୁ ଯାଉଛନ୍ତି । ଏହି ମାସର ଭାରତ ଗସ୍ତ ପରେ ଶ୍ରୀଲଙ୍କାର ବରିଷ୍ଠ ଦ୍ରୁତ ବୋଲର
Read More...