ଅଢେଇ ବର୍ଷରେ ଖତମ ହେଲେଣି ୪୩୯ ଆତଙ୍କବାଦୀ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ୩୭୦ ଧାରା ପ୍ରତ୍ୟାହୃତ ହେବାର ଅଢେଇ ବର୍ଷ ହୋଇଗଲାଣି । କିନ୍ତୁ ଆତଙ୍କବାଦୀ ଗତିବିଧି ପୂର୍ବପରି ଲାଗି ରହିଛି । ଗତ ଅଢେଇ ବର୍ଷ ମଧ୍ୟରେ ସେଠାରେ ୧୦୯ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିବା ବେଳେ ୪୩୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ରାଜ୍ୟସଭାରେ
Read More...

ପଞ୍ଚାୟତ ନିର୍ବାଚନ ଲାଗି ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ

ଗଜପତି,୨/୨ - ଗଜପତି ଜିଲ୍ଲାର ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବୁଧବାର ପୂର୍ବାହ୍ନ ଜିଲ୍ଲା ପରିଷଦ ସମ୍ମିଳିନୀକକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାଷ୍ଟର ଟ୍ରେନମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନୟନ୍ନ
Read More...

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ,୨/୨- ୨୦୨୨ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ରଥକାଠ । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ବଳକା ରହିଛି ୮୦ ଖଣ୍ଡ କାଠ । ମୋଟ ୭୮୫ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା
Read More...

ଗାଡ଼ି ଆଲୁଅରେ ପରୀକ୍ଷା ଦେଲେ ୪୦୦ ଛାତ୍ର

ପାଟନା: ବିହାରରେ କୋଡର଼୍ ଇଣ୍ଟର ପରୀକ୍ଷା ବେଳେ ଅଜବ ଘଟଣା ଦେଖିବାକୁ ମିଳିଛି । ସରକାର ବଡ଼ ବଡ଼ କଥା କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ଓଲଟା କଥା ଦେଖିବାକୁ ମିଳୁଛି । ପରୀକ୍ଷା ପରିଚାଳନାରେ ଏଭଳି ଅବ୍ୟବସ୍ଥା ଯେ ପିଲାମାନଙ୍କୁ ଗାଡ଼ି ହେଡଲାଇଟରେ ପରୀକ୍ଷା ଦେବାକୁ ପଡ଼ିଛି ।
Read More...

କୋଭିଡ ସଚେତନତା ରଥର ଶୁଭାରମ୍ଭ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର,୨/୨- କରୋନାର ତୃତୀୟ ଲହର ଓମିକ୍ରନର ମୁକାବିଲା କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସହିତ ହାତ ମିଳାଇଛି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏକ୍ସନଏଡ୍‌ । ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ତଥା ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ପ୍ରଶାସନ
Read More...

ପିଲାଙ୍କ ପ୍ରତିଦିନ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ଏଣିକି ଏକାଦଶ ଓ ଦ୍ୱାଦଶ ପିଲାଙ୍କ ପ୍ରତିଦିନ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷକଙ୍କୁ ଚିଠି ହୋଇଛି। ପ୍ରତିଦିନ କେତେ ପିଲା ଅନଲାଇନ୍ ଓ ଅଫଲାଇନ୍ କ୍ଲାସ ଏଟେଣ୍ଡ କରୁଛନ୍ତି
Read More...

ୟୁଏଇ ଉପରେ ଘନ ଘନ ମିସାଇଲ ମାଡ : ସମର୍ଥନରେ ବାହାରିଲା ଆମେରିକା

ଦୁବାଇ: ଏବେ କିଛି ଦିନ ହେଲା ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଉପରେ ଚାଲିଛି ଭୟଙ୍କର ମିସାଇଲ ମାଡ । ଏଥିରେ ଏହାର ବିପୁଳ କ୍ଷତି ହେଲାଣି । ୟେମେନରେ ଥିବା ଇହୁଦି ବିଦ୍ରୋହୀ ଗୋଷ୍ଠୀ ଏଭଳି ଆକ୍ରମଣ କରୁଛି । ଏହି ଆକ୍ରମଣର ଜବାବ ଦେବା ପାଇଁ ବର୍ତ୍ତମାନ ଆମେରିକା ଆଗେଇ ଆସିଛି । ୟୁଏଇକୁ ଏହା
Read More...

ରେଳ ବଜେଟ, ଜାଣନ୍ତୁ ଓଡିଶାକୁ ମିଳିଲା କେତେ ?

ଭୁବନେଶ୍ବର: ସଂସଦରେ ଉପସ୍ଥାପିତ ହୋଇସାରିଛି ସାଧାରଣ ବଜେଟ୍‌ । ଅର୍ଥମନ୍ତ୍ରୀ ବିଭିନ୍ନ ସେକ୍ଟର ପାଇଁ ଆର୍ଥିକ ମଙ୍ଗଳବାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଏହି କ୍ରମରେ ରେଳ ବିଭାଗ ପାଇଁ ୧ ଲକ୍ଷ ୪୦ ହଜାର ୩୬୭ କୋଟି ୧୩ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ରେଳ ବଜେଟ୍‌ରେ ଓଡିଶାକୁ
Read More...

ତପସ୍ୱିନୀ-ସୁମିତ୍‌ ମାମଲା : ହାଇକୋର୍ଟରେ କାଏମ୍‌ ରହିଲା ତଳ କୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତ୍‌ ସାହୁଙ୍କ ବିବାହ ବିବାଦ ମାମଲାରେ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ହାଇକୋର୍ଟ ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ପ୍ରତି ମାସ ୧୦ ତାରିଖ ସୁଦ୍ଧା ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ
Read More...

ଭରସା ସାଜିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ନର୍ସିଂ ହୋମରେ ଯୁବକଙ୍କୁ ମିଳିଲା ମାଗଣା ଚିକିତ୍ସା

ସୁବର୍ଣ୍ଣପୁର: ଗରିବ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କେତେ ଯେ ଲାଭଦାୟକ ଚିକିତ୍ସିତ ହୋଇଥିବା ଲୋକ ହିଁ କହିପାରିବ । ଏହି ଯୋଜନା ଦ୍ୱାରା ବିନା ଖର୍ଚ୍ଚରେ ଚିକିତ୍ସା ସୁବିଧା ପାଇଛନ୍ତି ସୋନପୁର ସହର ନିକଟସ୍ଥ ଧୁବାବାହାଲି ଗାଁର ସୁଶାନ୍ତ ସାହୁ । ୩୫ ବର୍ଷୀୟ ସୁଶାନ୍ତ ଘରର
Read More...