ବଲାସିଙ୍ଗା ମହୁଳମୂଳ ଆଶ୍ରମରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ସ୍ମୃତିସଭା
ବୌଦ୍ଧ,୧୭/୧- ବୌଦ୍ଧ ସଦର ବ୍ଲକ ବଲାସିଙ୍ଗା ମହୁଳମୂଳ ମହିମା ଆଶ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପୂର୍ବତନ ଅଧକ୍ଷ ସ୍ୱର୍ଗତ କିଶୋର ମହାନ୍ତିଙ୍କ ଅକାଳ ବିୟୋଗରେ ମହିମା ବିକାଶ ପରିଷଦ ବଲାସିଙ୍ଗା ତରଫରୁ ଏକ ସ୍ମୃତିସଭା ଆୟୋଜନ ହୋଇଥିଲା । ପରିଷଦର ସଭାପତି ବିଭୁତି ଭୂଷଣ ପ୍ରଧାନଙ୍କ!-->…
Read More...
Read More...