୫ ମୋବାଇଲ ଲୁଟେରାକୁ କାବୁକଲା ପୁରୀ ପୁଲିସ
ପୁରୀ: ପୁରୀରେ ଆତଙ୍କ ସୃଷ୍ଟି କରିଥିବା ମୋବାଇଲ ଲୁଟେରା ଗ୍ୟାଙ୍ଗ ଶେଷରେ ପୋଲିସ କବଜାରେ । ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଏମାନଙ୍କ ଠାରୁ ୨୫ଟି ଦାମି ମୋବାଇଲ, ଗୋଟିଏ ସ୍କୁଟି ଓ ବାଇକ ଜବତ କରିଛି ।!-->…
Read More...
Read More...