ଘୁ ଉଦୟଗିରି ଲ୍ୟାମ୍ପ ପରିସରରେ ଆରମ୍ଭ ହେଲା ଧାନ କିଣା
ଘୁ ଉଦୟଗିର: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ଲ୍ୟାମ୍ପରେ ଆଜି ଚାଷୀ ମାନଙ୍କର ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି । ଦୀର୍ଘ ୪୧ ଦିନ ଲ୍ୟାମ୍ପ କର୍ମଚାରୀଙ୍କ କଲମଛାଡ଼ ଆନ୍ଦହଳନ ପରେ ଗତମାସ ୨୭ ତାରିଖ ଦିନ ସରକାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ ତାପରେ ଆନ୍ଦୋଳନରୁ କର୍ମଚାରୀ ଓହରି!-->…
Read More...
Read More...