ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ
ଦଶପଲ୍ଲା : - ପୂଜ୍ୟ ପୂଜା ସମିତି ମଧ୍ୟ ଖଣ୍ଡ ପକ୍ଷରୁ ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ମଧ୍ୟଖଣ୍ଡ ହାଇ ସ୍କୁଲ ପ୍ରାଙ୍ଗଣରେ ପୂଜ୍ୟପୂଜା ସଂସଦର ସଭାପତି ଆଦେଇତ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ଗାନ୍ଧିଜୀଙ୍କ ଫଟୋ ଚିତ୍ରରେ!-->…
Read More...
Read More...