ମାଛ ଚଳାଇଲା କାର୍, ଦେଖନ୍ତୁ ଭିଡିଓ
ଏହି ଶୀର୍ଷକ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇପାରନ୍ତି । କିନ୍ତୁ ନିରାଟ ସତ୍ୟ । ଏଭଳି କାମ ସମ୍ଭବ ହୋଇଛି ଇସ୍ରାଏଲରେ । ଇସ୍ରାଏଲର ବେନ ଗୁରିଏନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏଭଳି ଏକ କାର ତିଆରି କରିଛନ୍ତି,ଯାହାକୁ ମାଛମାନେ ଚଳାଇପାରୁଛନ୍ତି । ଏହି କାର ମାଧ୍ୟମରେ ବୈଜ୍ଞାନିକମାନେ!-->…
Read More...
Read More...