ଶିଶୁ ସୁରକ୍ଷା ପାଇଁ ଗଜପତିରେ ଆରମ୍ଭ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରତିଜ୍ଞା

ପାରଳାଖେମୁଣ୍ଡି : ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଉପସ୍ଥିତିରେ ଜିଲ୍ଲାର କିଶୋରୀ ବାଳିକାଙ୍କ ଦ୍ୱାରା ଶିଶୁ ସୁରକ୍ଷା ଓ ଅଧିକାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରତିଜ୍ଞାର ଶୁଭ ଉଦଘାଟନ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମର ଆବଶ୍ୟକତାକୁ ଗଜପତି ଜିଲ୍ଲାର କିଶୋରୀ ବାଳିକାଙ୍କ ମଧ୍ୟରେ
Read More...

ଓଡିଶାରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ପଶିଲା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଓଡ଼ିଶାର ଦୁଇ ଜଣ ଠାରେ ଓମିକ୍ରନ୍‌ ଭୂତାଣୁ ହୋଇଛି। ଏନେଇ ଆଇଏଲ୍‌ସ ପକ୍ଷରୁ ସୂଚନା ମିଳିଛି। ଚିହ୍ନଟଙ୍କ ମଧ୍ୟରୁ ଜଣେ କଟକ ଓ ଜଗତସିଂହପୁରର ବୋଲି ଜଣାପଡିଛି ।
Read More...

ସୁମିତଙ୍କ ଘର ଆଗରେ ୧୪୪ ଧାରା ଜାରି

ବ୍ରହ୍ମପୁର: ବହୁଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ୍‌ ସାହୁଙ୍କ ବିବାଦ ପ୍ରତିଦିନ ଭିନ୍ନ ମୋଡ ନେଉଛି । ତପସ୍ୱିନୀଙ୍କ ଧାରଣା ସ୍ଥଳରେ ଲୋକଗହଳିକୁ ଦୃଷ୍ଟିରେ ରଖି ଆଜି ସକାଳେ ବ୍ରହ୍ମାନଗର ଦ୍ୱିତୀୟ ଲେନ୍‌ରେ ୧୪୪ ଧାରା ଜାରି କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ
Read More...

ସୁବର୍ଣ୍ଣପୁର ଜିଲ୍ଲାର ହାବିଲଦାର,କନଷ୍ଟେବଳ ଶାଖା ସଂଘର ନିର୍ବାଚନ : କୁମୁଦ ରଞ୍ଜନ ମେହେରହେଲେ ସଭାପତି

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାର ହାବିଲଦାର କନଷ୍ଟେବଳ ଶାଖା ସଂଘର ନିର୍ବାଚନ ର ଫଳାଫଳ ଘୋଷିତ ହୋଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍‌ କନେଷ୍ଟେବଳ କୁମୁଦ ରଞ୍ଜନ ମେହେର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ହାବିଲଦାର ଦିନେଶ ମିଶ୍ରଙ୍କୁ ୬୧ଖଣ୍ଡ ଭୋଟରେ ପରାଜିତ କରିଛନ୍ତି ।
Read More...

ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା : ସେମିଫାଇନାଲରେ ଗିରାସିଙ୍ଗା

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଖେଳ ପଡ଼ିଆରେ ଗତ ୧୮ ତାରିଖରୁ ଚାଲିଥିବା ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜି ତୃତୀୟ ଦିନର ପ୍ରଥମ ମ୍ୟାଚ ମନୁପାଲି ଓ ନାଗପାଲି ମଧ୍ୟରେ ହୋଇଥିଲା । ଏଥିରେ ମନୁପାଲି ୧-୦ ଗୋଲରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ
Read More...

ଯୋଗାଣ ସହାୟକଙ୍କ ପାରିଶ୍ରମିକ ବୃଦ୍ଧି ଏବଂ ଚାକିରି ସ୍ଥାୟୀ ସ୍ୱୀକୃତି ପ୍ରଦାନ ନିମନ୍ତେ ଦାବିପତ୍ର ପ୍ରଦାନ

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଜିଲ୍ଲା ଯୋଗାଣ ସହାୟକ ସଂଘ କନ୍ଧମାଳ ତରଫରୁ ସଭାପତି ବିବେକାନନ୍ଦ ବେହେରାଙ୍କ ନେତୃତ୍ୱରେ ଏକ ୬ଦଫା ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ଲିଖିତ ଅନୁରୋଧ କରାଯାଇଛି ଯେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ
Read More...

ଜଙ୍ଗଲରେ କୁଡିଆକରି ରହୁଥିଲେ, ସ୍ୱେଚ୍ଛାସେବୀଙ୍କ କଥା ରଖି ଗାଁକୁ ଫେରିଲେ ବୃଦ୍ଧା

ପାଟଣାଗଡ଼: ଦୀର୍ଘ ୨୭ ବର୍ଷ ହେବ ଡାହାଣୀ ସନ୍ଦେହ କରିବାରୁ ନିଜକୁ ଘୃଣ୍ୟ ମନେ କରି ଗାଁ ଠାରୁ ଦେଢ଼ କିମି ଦୂରରେ ଏକ ଜଙ୍ଗଲରେ କୁଡ଼ିଆ ଘରେ ଦୟନୀୟ ଭାବରେ ଏକୁଟିଆ ବସବାସ କରୁଥିଲେ ୧୧୦ବର୍ଷିଆ ବୃଦ୍ଧା ମହିଳା ପ୍ରତିମା ଧରୁଆ । ସେଠାରେ ନିଜକୁ ନିଜଘରଠାରୁ, ନିଜ ଗାଁଠାରୁ ନିଜଜାତିସମାଜ
Read More...

ପିପିଲି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ

ପୁରୀ : ପୁରୀ ଜିଲ୍ଲା ପିପିଲି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନିଜ ଦଳ ଛାଡି ବିଜେଡିରେ ସାମିଲ ହେଲେ ତିନୋଟି ପଞ୍ଚାୟତର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ । ବିଧାୟକ ରୁଦ୍ରପ୍ରତାପ ମହରଥୀଙ୍କ ତତ୍ତ୍ୱାବଧାନ ରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ
Read More...

ଭବନ ନିର୍ମାଣ ପାଇଁ ଭୂମି ପୂଜନ କଲେ ଯାଦବ ସମାଜ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଯାଦବ ସମାଜ ଭବନ ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ସ୍ଥାନୀୟ କେଭି କଲେଜ ସାମ୍ନାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଫାଣ୍ଡିରୁ ପ୍ରଥମ ପର୍ଯ୍ୟାୟରେ ଭବନ ନିର୍ମାଣ ପାଇଁ ନିର୍ବାଚନ ମଣ୍ଡଳୀର ମୁରିବାହାଲ ତୁରିକେଲା
Read More...

୧୯ତମ ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ଉତ୍ସବ

ପୁରୀ : ସୋ ଟାଇମ୍‌ ୨୦୨୧ ପକ୍ଷରୁ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ରଂଗାରଗ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି ।୧୯ ତମ ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ଉତ୍ସବ । କାର୍ଯ୍ୟକ୍ରମରେ ଜଣାଶୁଣା କଳାକାର ଓ ସମାଜସେବୀମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାସହ ୩୨ ଜଣ
Read More...