ରେଳମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଲେ ସୋନପୁର କ୍ରିୟାନୁଷ୍ଠାନ କମିଟି

ସୁବର୍ଣ୍ଣପୁର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ବଲାଙ୍ଗୀର ଗସ୍ତ ବେଳେ ତାଙ୍କୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ସୁବର୍ଣ୍ଣପୁର ଶାଖା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଥିଲେ। କମିଟିର ସଭାପତି ଗୋବିନ୍ଦ ମହାରଣା, ସଂପାଦକ ଶ୍ୟାମାଓଁ
Read More...

ଦଶପଲ୍ଲାରେ ଘଟିଛି ଅଭାବନୀୟ ଘଟଣା : ନିଜର ଜନ୍ମିତ ପୁଅକୁ ହତ୍ୟା କଲା ମା

ଦଶପଲ୍ଲା :ଦଶପଲ୍ଲା ବିଜ୍ଞାପିତ ଅଂଚଳର ନାହାକପଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସେହି ଗ୍ରାମର ସରୋଜିନୀ ବେହେରା ଓ କୁନ୍ଥ ବେହେରାଙ୍କ ପୁଅ ବସନ୍ତ ବେହେରା (୪୦)ଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ତାଙ୍କ ମାଆ ସରୋଜିନୀ ବେହେରା ନିଜ ଜନ୍ମିତ ପୁଅକୁ ହତ୍ୟା କରିଛନ୍ତି ।ପ୍ରାପ୍ତ ସୂଚନା
Read More...

ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ

କଟକ: ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି। ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି। ମୋଟ ପାସ ହାର୮୦.୮୩% ରହିଛି। ପାସ୍‌ଙ୍କ ମଧ୍ୟରୁ ପୁଅ ୩୧୦୦ ଓ ଝିଅ ୨୧୩୩ ରହିଛନ୍ତି। ଅନ୍‌ଲାଇନ୍‌ ମାର୍କିଂରେ ଅସନ୍ତୁଷ୍ଟ
Read More...

୨ କ୍ୱିଣ୍ଟାଲ ୮୦୦ ଗ୍ରାମ ଗଞ୍ଜେଇ ଜବତ ସହ ୩ ଗିରଫ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ସେହି ଥାନା ଅଂଚଳର ଭୃଙ୍ଗଙ୍ଗେଯାଡି ନିକଟରୁ ଜିଲ୍ଲା ବାହାରକୁ ଚାଲାଣ ହେବାକୁ ଯୋଜନା ହେଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ୨ କ୍ୱିଣ୍ଟାଲ ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇକୁ ଚାଲାଣ କରିବାକୁ ଯୋଜନା କରୁଥିବା ୩ ଜଣଙ୍କୁ
Read More...

ଲିଡ୍ସରେ ଔଣମ ଉତ୍ସବ ପାଳିଲେ ବିରୁଷ୍କା

ଲିଡ୍ସ : ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀ ତଥା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ଇଂଲଣ୍ଡରେ ଅଛନ୍ତି । ସୋମବାର ବିରୁଷ୍କା ଲିଡ୍ସର ଏକ ଭାରତୀୟ ରେଷ୍ଟୁରାଣ୍ଟରେ ଭାରତର ଲୋକପ୍ରିୟ ଉତ୍ସବ ଔଣମ ପାଳନ କରିଛନ୍ତି । ଏହି ଉତ୍ସବ ପ୍ରାୟତଃ କେରଳ ପାଳନ କରାଯାଏ । ବିରୁଷ୍କା ଏହି
Read More...

ଆସନ୍ତାକାଲିଠାରୁ ତୃତୀୟ ଟେଷ୍ଟ, ସୂର୍ଯ୍ୟକୁମାରଙ୍କୁ ମିଳିପାରେ ସୁଯୋଗ

ଲିଡ୍ସ: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଆସନ୍ତାକାଲିଠାରୁ ହେଡଗ୍ଲେର ଲିଡ୍ସରେ ଖେଳାଯିବ । ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଏଣୁ ଭାରତୀୟ ଦଳର ମନୋବଳ ବହୁ ଉଚ୍ଚର ରହିଛି । ଇଂଲଣ୍ଡ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ତାଙ୍କର ବ୍ୟାଟ୍ସମ୍ୟାନମାନେ ଭଲ
Read More...

ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ । ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତଥର ଅଫଲାଇନରେ ମୋଟ୍ ୧୫, ୧୩୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ପିଲାମାନେ ହିଁ ଅଫଲାଇନ୍
Read More...

କାବୁଲରେ ୟୁକ୍ରେନ ବିମାନ ଅପହରଣ !

କାବୁଲ: ଆଫଗାନିସ୍ତାନରେ ଏବେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଇତି ମଧ୍ୟରେ କାବୁଲରେ ଏକ ୟୁକ୍ରେନ ବିମାନକୁ ଅଜଣା ଲୋକ ହାଇଜାକ୍ କରିଛନ୍ତି। ଏହି ବିମାନ ୟୁକ୍ରେନୀ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଆଫଗାନିସ୍ତାନରେ ପହଞ୍ଚିଥିଲା। ମଙ୍ଗଳବାର ୟୁକ୍ରେନର ଡେପୁଟି ବୈଦେଶିକ
Read More...

ନିଶାନ ସହାୟତାରେ ଅନାଥ ଶିଶୁଙ୍କୁ ରାସନ ସାମଗ୍ରୀ ବଣ୍ଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଜିଲ୍ଲାରେ ଥିବା ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନମାନଙ୍କର ଅନାଥ ଶିଶୁମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି । ଗଜପତି ଜିଲ୍ଲାରେ ୭ଗୋଟି ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ କାମ କରୁଛି । ସେମାନଙ୍କ ମଧ୍ୟରୁ
Read More...

ଗାଡି ଡିକିରୁ ଲୁଟ ଘଟଣାରେ ଜଣେ ଗିରଫ, ଲୁଟ ଟଙ୍କା ଉଦ୍ଧାର

ଗଞ୍ଜାମ/ବ୍ରହ୍ମପୁର: ବଡବଜାର ଥାନା ଅନ୍ତର୍ଗତ ଆସିକା ରୋଡରୁ ସ୍କୁଟି ଡିକିରୁ ୪ଲକ୍ଷ ଟଙ୍କା ଲୁଟ ଘଟଣାର ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ଚୋରି ଟଙ୍କାର ୩ଲକ୍ଷ ୭୦ହଜାର ଜବତ ସହ ଏକ ହିରୋ ହୋଣ୍ଡା ମୋଟର ସାଇକେଲ ଓଆର୦୭ଆର୍‌ ୮୪୬୫କୁ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତ
Read More...