ଗୋଟିଏ ମଣ୍ଡପରେ ୯ ଜଣଙ୍କୁ ବିବାହ କଲେ ଏହି ମଡେଲ

ନୂଆଦିଲ୍ଲୀ: ବ୍ରାଜିଲରେ ଜଣେ ପୁରୁଷ ଜଣେ କି ଦୁଇଜଣ ନୁହେଁ ବରଂ ନଅ ଜଣ ମହିଳାଙ୍କୁ ବିବାହ କରିଛନ୍ତି। ତାହା ପୁଣି ଗୋଟିଏ ମଣ୍ଡପରେ। ସାଓ ପାଉଲୋ ସହରର କ୍ୟାଥୋଲିକ ଚର୍ଚ୍ଚରେ ଆୟୋଜିତ ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ସୂଚନା ଅନୁଯାୟୀ, ମଡେଲ୍ ଆର୍ଥର୍ ଓ ଉର୍ସୋ
Read More...

ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଘନିଭୂତ ହେଉଛି ଘୂର୍ଣ୍ଣିବଳୟ । କିଛି ସ୍ଥାନରେ ଲାଗି ରହିଛି ଝିପିଝିପି ବର୍ଷା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା । ଉପକୂଳ ଓଡ଼ିଶାରେ କୋହଲା ପାଗ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପାଇଁ ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Read More...

କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ୨୬ତମ ଗଣ ସତ୍ୟାଗ୍ରହ

ପୁରୀ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ୫ ଦଫା ଦାବି ନେଇ ୨୬ ତମ ଗଣ ସତ୍ୟାଗ୍ରହ ଧାରଣା ଦିଆଯାଇଛି । ୧୯୯୫ ମସିହାଠାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଏଏସ୍‌ଆଇ ହାତକୁ ନେଇ ପ୍ରବେଶ ଶୁଳ୍କ ଆଦାୟ କରିଥିଲେ । ସେହି ଦିନରୁ କୋଣାର୍କ
Read More...

ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ

ପୁରୀ : ଆଜି ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ଲକ୍ଷ୍ମୀନୃସିଂହ ବେଶ । ପଞ୍ଚକର ଚତୁର୍ଥ ଦିବସ ଅର୍ଥାତ କାର୍ତ୍ତିକମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯାଇଥାଏ । ଏହି ଦିନ ଚକ୍ରନୃସିଂହଙ୍କ
Read More...

ଛାତ୍ର କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଘଟଣା,ସୁବର୍ଣ୍ଣପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରତିବାଦ

ସୁବର୍ଣ୍ଣପୁର : ଓଡ଼ିଶାର ଛାତ୍ର କଂଗ୍ରେସ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ଓଡିଶାର ବିଭିନ୍ନ ସ୍ଥାନମାନଙ୍କରେ ମନ୍ତ୍ରୀ ମାନଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଛି । ମମିତାଙ୍କୁ ନ୍ୟାୟ ପାଇଁ ସାରାରାଜ୍ୟରେ କଂଗ୍ରେସ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମାତ୍ର
Read More...

ଗୁମ୍ମା ସରକାରୀ ବିଦ୍ୟାଳୟ ପରିଦର୍ଶନ କଲେ କାଶୀନଗର ବିଡିଓ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି କାଶୀନଗର ବିଡିଓ । କାଶୀନଗର ବିଡିଓଙ୍କ ସହିତ ସହକରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ୫-ଟି ମାଧ୍ୟମରେ ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ କ୍ଲାସ ସକାଶେ ସ୍କୁଲର
Read More...

ସ୍ୱାସ୍ଥ୍ୟବୀମା କାର୍ଡ ବଣ୍ଟନ କଲେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହାକୁମା ପାରଳାଖେମୁଣ୍ଡିଠାରେ ଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲା ସୂଚନା ଲୋକ ଓ ସଂପର୍କ ଅଧିକାରୀ ସ୍ୱରାଜ୍ୟ ଶୀଶା କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରିଛନ୍ତି ।
Read More...

ଦେଉଲଗାରେ ପ୍ରକଳ୍ପ ପ୍ରାରମ୍ଭିକ ସଭା,କାର୍ଯ୍ୟରେ ସ୍ୱଚ୍ଛତା ସହିତ ଶ୍ରମିକମାନଙ୍କୁ ଅଧିକାର ମିଳିବା ଜରୁରୀ

ପାଟଣାଗଡ: ପାଟଣାଗଡ଼ ବ୍ଲକ ଦେଉଲଗାଠାରେ ମହତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହେବାକୁ ଥିବା ହରିଜନ ମୁଣ୍ଡା ବନ୍ଧର ଉନ୍ନତିକରଣ କାମର ପ୍ରକଳ୍ପ ପ୍ରାରମ୍ଭିକ ସଭା ସ୍ଥାନୀୟ ସରପଞ୍ଚ ପ୍ରତିମା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ
Read More...

ବିଜେପି ନେତା କେଦାର ଦାଶଙ୍କ ମାତୃ ବିୟୋଗ

ସୋନପୁର:ସୋନପୁର ବ୍ଲକ ମଲ୍ଲିକମୁଣ୍ଡା ଗ୍ରାମ ନିବାସୀ ବରିଷ୍ଠ ବିଜେପି ନେତା କେଦାର ଦାଶଙ୍କ ମାଁ ଆମ୍ବୋଦିନୀ ଦାଶଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୦ ବର୍ଷ ହେଉଥିଲା । ଗତକାଲି ସକାଳୁ ସେ ସୁସ୍ଥ ଥିଲେ । ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ହୃତଘାତରେ ତାଙ୍କ ପରଲୋକ
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ

ଫୁଲବାଣୀ :ମହିଳାମାନଙ୍କୁ ସଶକ୍ତିକରଣ କରିବା ନିମନ୍ତେ ଫୁଲବାଣୀ ଗାନ୍ଧିସ୍ମୃତି ଭବନ ଠାରେ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ ହୋଇଥିଲା । ଉକ୍ତ ମେଳାରେ ସମଗ୍ର କନ୍ଧମାଳ ଜିଲ୍ଲାର ୧୫୧୨ ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ରୋଜଗାରକ୍ଷମ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ୩୧
Read More...