୩ ସରକାରୀ ବାବୁଙ୍କ ବାଧ୍ୟତାମୂଳକ ଅବସର, ଜଣକୁ ବହିଷ୍କୃତ କଲେ ରାଜ୍ୟ ସରକାର

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।
Read More...

ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସମ୍ଭାବ୍ୟ ବାତ୍ୟା ଜୱାଦର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ଭାବ୍ୟ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ, କେତେ ପ୍ରଭାବ ପକାଇବ, କେଉଁ କେଉଁ ରାଜ୍ୟ ଏହା ଦ୍ୱାରା ପ୍ରଭାବିତ ହେବ ସେ ନେଇ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ
Read More...

୧୪ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ : ପୁରୀ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇ ୧୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି । ଏହି ଘଟଣାରେ ୨ ଜଣ ବ୍ରାଉନସୁଗାର ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ ଏସ୍‌ଟିଏଫ୍‌ । ଗିରଫ ଦୁଇ ବ୍ରାଉନ ସୁଗାର ବେପାରୀ ହେଲେ ଖୋର୍ଦ୍ଧା ଟାଉନ ଥାନାର ଗୁରୁଜଙ୍ଗର
Read More...

ଆସୁଛି ବାତ୍ୟା ଜୱାଦ, ୩ରୁ ବଢିବ ପବନର ବେଗ

ଭୁବନେଶ୍ୱର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଜୱାଦ ସାଙ୍ଗରେ ନେଇ ଆସିବ ପ୍ରବଳ ବର୍ଷା ପବନ । ଉପକୂଳ ଆଡ଼କୁ ଅଗ୍ରସର ବେଳେ ଆରମ୍ଭ ହେବ ବର୍ଷା ପବନ । ଲଘୁଚାପ ଅବପାତ ରୂପ ନେବା ବେଳେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ
Read More...

ଅପହରଣକାରୀଙ୍କ କବଳରେ କଲେଜ ଛାତ୍ରୀ, ପ୍ରତିଶୃତି ପରେ ହଟିଲା ରାସ୍ତାରୋକ

ଗଣିଆ,୨/୧୨- ନୟାଗଡ ଜିଲ୍ଲା ଗଣିଆ ବ୍ଲକସ୍ଥିତ ରଘୁନାଥଜୀଉ ଡିଗ୍ରୀ ମହାବିଦ୍ୟାଳୟ ସମ୍ମୁଖରୁ ଜଣେ କଲେଜ ଛାତ୍ରୀକୁ ଅପହରଣ କରାଯାଇଥିବା ଗଣିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଛାତ୍ରୀଙ୍କ ମା ଗଣିଆ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ବୁଧବାର ପୂର୍ବାହ୍ନ ୧୦.୨୦ ମିନିଟରେ ଝିଅ ଘରୁ କଲେଜ
Read More...

ସ୍ତ୍ରୀର ଅଧିକାର ଓ ନ୍ୟାୟ ଦାବିରେ ଧାରଣାରେ ବସିଲେ ପ୍ରଥମ ସ୍ତ୍ରୀ

ଗଂଜାମ:ସ୍ତ୍ରୀର ଅଧିକାର ଓ ନ୍ୟାୟ ଦାବି ନେଇ ସ୍ୱାମୀ ଘରେ ଧାରଣ ଦେଇଥିବା ଗଂଜାମ ଜିଲ୍ଲାର ତପସ୍ୱୀନୀ ଘଟଣା ସାରା ଓଡ଼ିଶାରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ସେହିପରି ସ୍ତ୍ରୀର ଅଧିକାର ଓ ନ୍ୟାୟ ଦାବିରେ ସ୍ୱାମୀ ଘରେ ଧାରଣାରେ ବସିଛି ରାୟଗଡା ଝିଅ ସ୍ୱପ୍ନା । ଏହିଭଳି ଘଟଣା ଦେଖିବାକୁ
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ତରଫରୁ ମ୍ୟାନଜେମେଣ୍ଟକୁ ୫ଦଫା ଦାବି ପୂରଣ ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ଦାବୀ ପୂରଣ ନକରି ଆଲୋଚନା ମଧ୍ୟ କଲେ ନାହିଁ । ଏବଂ ଆକ୍ରୋଶ ମୂଳକ ଭାବରେ ୧୦୦ ଜଣକୁ ବଦଳି କଲେ । ତେଣୁ ବର୍ତ୍ତମାନ ୨୩ ଦଫା
Read More...

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏଡ଼ସ ସଚେତନତା ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ଅମ୍ବିକା ଦେବୀଙ୍କ ସଭାପତିତ୍ୱରେ ବିଶ୍ୱ ଏଡ଼ସ ଦିବସ ପାଳନ କରାଯାଇଛି । ଅଧକ୍ଷା ଶ୍ରୀମତି ଅମ୍ବିକା ଦେବୀ +୨ ଛାତ୍ରୀ ମାନଙ୍କୁ ଏଡ଼ସର ଲକ୍ଷଣ କାରଣ,ନିରାକରଣ, ଭୟବହତା ଏବଂ
Read More...

ବିଧାନସଭାରେ ହଙ୍ଗାମା, ଗୃହ ମୁଲତବି

ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ମମିତା ତାତି ଦେଖିବାକୁ ମିଳିଛି । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଏହି ପ୍ରସଂଗ ଉଠାଇ ଗୃହରେ ଜୋରଦାର ହଟ୍ଟଗୋଳ କରିଛନ୍ତି । ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଚଳାଇନପାରି ଅପରାହ୍ନ ୪ଟା
Read More...

ବିଶ୍ୱ ଏଡସ ଦିବସ ପାଳିତ

ସୁବର୍ଣ୍ଣପୁର : ମଙ୍ଗଳବାର ଦିନ ଗୋଷ୍ଠୀ ସ୍ୱାସ୍ଥ୍ୟ ସାଧନା କେନ୍ଦ୍ର ଖରଜୁରା ଅନ୍ତର୍ଗତ ମହଲେ ଗ୍ରାମଠାରେ ବିଶ୍ୱ ଏଡ଼ସ ଦିବସ ପାଳନ ହୋଇଯାଇଛି । ଏଥିରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡା ସଂଗୀତା ଚୌଧୁରୀ, ଅଶୋକ କୁମାର ମିଶ୍ର, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ
Read More...