ମହେଶ୍ୱର ପିଣ୍ଡାରେ କାଳୀପୂଜା ଅନୁଷ୍ଠିତ
ବାଉଁଶୁଣି,୫/୧୧- ବୌଦ୍ଧଜିଲ୍ଲା ସଦର ବ୍ଲକ ରକସା ପଞ୍ଚାୟତର ମହେଶ୍ୱରପିଣ୍ଡା ଗ୍ରାମରେ କାଳୀପୂଜା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜେନ୍ଦ୍ର ଅମାତ କର୍ତ୍ତା ଦାୟିତ୍ୱ ତୁଲାଇ ଥିବାବେଳେ ପଣ୍ଡିତ ପ୍ରାଣବନ୍ଧୁ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ପୂଜାକମିଟି ସଭାପତି!-->…
Read More...
Read More...