କ୍ଷତି ପୂରଣ ଦାବିରେ ଶବରଖି ରାସ୍ତାରୋକ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡିଙ୍ଗିଆ ଗ୍ରାମର ଅମିତ୍ ନାୟକଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଅଟକ ରଖ୍ଥିବା ବେଳେ କୌଣସି କାରଣରୁ ଅମିତ୍ ଛାତରୁ ଡେଇଁ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା । ସେଠାରେ!-->…
Read More...
Read More...