ବିଜେପି ପାର୍ଟି ଅଫିସରେ ମିଶ୍ରଣ ପର୍ବ, ବିଜେଡି ଛାଡି ବିଜେପିରେ ଯୋଗଦେଲେ ଅଞ୍ଜଳି ବେହେରା
ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଟାଣୁଆ ବିଜେଡି ନେତ୍ରୀ ଅଞ୍ଜଳି ବେହେରା ଆଜି ବିଜେପିରେ ସାମିଲ ହୋଇଛନ୍ତି ।!-->…
Read More...
Read More...