ଏଣିକି ମୋବାଇଲ୍ ନମ୍ବରରେ ଧାନକିଣା ତଥ୍ୟ ପାଇବେ ଚାଷୀ
ଭୁବନେଶ୍ୱର: ୫-‘ଟି’ ଆଧାରରେ ରାଜ୍ୟର ପଂଜୀକୃତ ଚାଷୀମାନଙ୍କଠାରୁ ଧାନ କିଣାକୁ ଅଧିକ ଲୋକାଭିମୁଖୀ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଇଂଟରଆକଫିଭ୍ ଭଏସ୍ ରେସପନ୍ସ ସିଷ୍ଟମର ପ୍ରଚଳନ କରାଯାଇଛି । ଏହା ଦ୍ୱାରା ଚାଷୀମାନେ ସେମାନଙ୍କ ପଂଜୀକୃତ ମୋବାଇଲ୍ ନମ୍ବର ମାଧ୍ୟମରେ ଧାନକିଣା ସମ୍ବନ୍ଧୀୟ!-->…
Read More...
Read More...