କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ୨୬ତମ ଗଣ ସତ୍ୟାଗ୍ରହ
ପୁରୀ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ୫ ଦଫା ଦାବି ନେଇ ୨୬ ତମ ଗଣ ସତ୍ୟାଗ୍ରହ ଧାରଣା ଦିଆଯାଇଛି । ୧୯୯୫ ମସିହାଠାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଏଏସ୍ଆଇ ହାତକୁ ନେଇ ପ୍ରବେଶ ଶୁଳ୍କ ଆଦାୟ କରିଥିଲେ । ସେହି ଦିନରୁ କୋଣାର୍କ!-->…
Read More...
Read More...