ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ମିନି ମାରାଥନ
ବୌଦ୍ଧ,୭/୧୦- ଆଜି ୬୭ ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ରିଜଛକ ଠାରୁ ଏହି ମାରାଥନ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ବନ୍ୟଜନ୍ତୁ ଅସୁରକ୍ଷିତ ହେବା ଦ୍ୱାରା ଜୈବ ବିବିଧତା ନଷ୍ଟ ହେବାସହ ପରିସଂସ୍ଥା ଉପରେ ପ୍ରଭାବ!-->…
Read More...
Read More...